ଫିରିଙ୍ଗିଆ ଥାନା ପୋଡ଼ି ଘଟଣା : ଭିଡିଓ ଫୁଟେଜ ଆଧାରରେ ୧୯ ଅଭିଯୁକ୍ତ ଗିରଫ

କନ୍ଧମାଳ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଆକ୍ସନ ମୁଡରେ ପୋଲିସ। ଭିଡିଓ ଫୁଟେଜ ଆଧାରରେ ୧୯ ଅଭିଯୁକ୍ତ ଗିରଫ । ଅନ୍ୟମାନଂକୁ ଖୁବଶୀଘ୍ର ଚିହ୍ନଟ କରାଯିବ । ଆକ୍ରମଣରେ ଗୁରୁତର ଏସଆଇଙ୍କୁ କଟକ ସ୍ଥାନାନ୍ତର କରଯାଇଛି । ଏହି ଘଟଣା ପରେ ଥାନା…

ବନ୍ୟା ପାଣିରେ ଭାସି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକର ଧୁଷୁରୀ-ହସନାବାଦ ରାସ୍ତାର ହରିହଂସ ନିକଟରୁ ବନ୍ୟା ପାଣିରେ ଭାସି ନିଖୋଜ ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହରିହଂସଠାରୁ କିଛି ଦୂରରେ ଯୁବକଙ୍କ ମୃତଦେହକୁ ଠାବ କରାଯାଇଥିଲା। NDRF ଏବଂ ଓଡ୍ରାଫ୍ ଟିମ୍ ମୃତଦେହକୁ ଉଦ୍ଧାର…

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ RSS ମୁଖ୍ୟ ମୋହନ ଭାଗବତ

ପୁରୀ:  ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ।  ପୁରୀ ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜାଙ୍କ ସହ ରାଷ୍ଟ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର କୋଠରୀରେ ଆଲୋଚନା କରାଯାଇଥିଲା । ଆଧ୍ୟାତ୍ମିକ ଶିକ୍ଷା,…

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା…

ନକଲି ଯୁକ୍ତ ୨ ସାର୍ଟିଫିକେଟ୍ ମାମଲାରେ ଅଧ୍ୟାପକ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ନକଲି ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧ୍ୟାପକ ଜଣଙ୍କ ତପନ କୁମାର ପୃଷ୍ଟି, ଘର ଯାଜପୁର ବୋଲି…

ଅକାଳରେ ଚାଲିଗଲେ ଓଡ଼ିଆ ନୌସେନା ଯବାନ୍‌ ଜନ୍‌ସନ୍‌

ଆଠଗଡ଼  : ବୋଧହୁଏ ଦୁଃଖ ଏମିତି ଅଚାନକ ଆସେ । ଗାଁ ସରା ଲୋକ ରୁଣ୍ଡ ହୋଇଛନ୍ତି କାହାକୁ ଅପେକ୍ଷା କରି । କିଛି ସମୟ ପୂର୍ବରୁ ଅଶୁଭ ଖବରଟିଏ ଆସିଥିଲା । ନୌବାହିନୀରେ ଥିବା ଗାଁର ପୁଅ ଜନ୍‌ସନ୍‌ ଆଉ ଏ…

ବିଶ୍ବ ତୀରନ୍ଦାଜି: ଇତିହାସ ରଚିଲା ଭାରତ, ସ୍ବର୍ଣ୍ଣ ଜିତିବାରେ ଅଦିତି ସର୍ବକନିଷ୍ଠ, ଜ୍ୟୋତିଙ୍କୁ କାଂସ୍ୟ, ଓଜାସଙ୍କୁ ପୁରୁଷ ମୁକୁଟ

ବର୍ଲିନ: ଏଠାରେ ଚାଲିଥିବା ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତାରେ ଶନିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତରୁ ଭାରତକୁ ୨ ସ୍ବର୍ଣ୍ଣ ସହ ଗୋଟିଏ କାଂସ୍ୟ ଆସିଛି। ଭାରତର ଅଦିତି ଗୋପୀଚାନ୍ଦ ସ୍ବାମୀ ଓ ଜ୍ୟୋତି ସୁରେଖା…

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାର ପ୍ରଭାବରେ ଆଜି ୯ଟି ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବିଜୁଳି…

ଭଦ୍ରକରୁ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ: ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା। ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରି ଜଣଙ୍କୁ ଗିରଫ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି…

ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ୍‌, ଲୋକସଭା ସଦସ୍ୟତା ପଦ ହରାଇବେ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ରାମ ଶଙ୍କର କଠେରିଆଙ୍କୁ ବଡ଼ ଝଟକା। ୨୦୧୧ ମସିହା ମାରପିଟ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ମଧ୍ୟ ମିଳିଛି। ଆଗ୍ରାରେ ଥିବା ସାଂସଦ/ବିଧାୟକ କୋର୍ଟର…