କଂଗ୍ରେସରେ ଯୋଗ ଦେବେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ପ୍ରବୋଧ ତିର୍କୀ

କଂଗ୍ରେସ ଦଳରେ ଯୋଗ ଦେବେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ପ୍ରବୋଧ ତିର୍କୀ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି। ଦଳରେ ଯୋଗଦାନ ନେଇ ସେ କଂଗ୍ରେସ…

ଜି-୨୦ ପାଇଁ ଭାରତ ଆସିବାକୁ ନିଜର ଅକ୍ଷମତା ଜଣାଇଲେ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର ଗୁରୁତ୍ୱ ଉପରେ ମଧ୍ୟ ଦୁଇ…

ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ମରଶରୀର। କଟକ ଖାନନଗର ଶ୍ମଶାନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ତିନିକୋଣିଆ ବଗିଚାସ୍ଥିତ ବାସଭବନରୁ ତାଙ୍କ ପାର୍ଥିବ ଶରୀରକୁ ଶ୍ମଶାନକୁ ଅଣାଯିବା ପରେ ଗାର୍ଡ…

ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ

ପୁଣି ଲିଭ୍-ଇନ୍-ରିଲେସନସିପର କରୁଣ ପରିଣତି। ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ। ବେଙ୍ଗାଲୁରରେ ଲିଭ୍-ଇନରେ ରହୁଥିବା ଜଣେ ଯୁବକ ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ପୁଲିସ ସୂଚନା ଅନୁସାରେ, କେରଳର ବୈଷ୍ଣବ(29) ଏବଂ ଦେବା (24) ପ୍ରାୟ ଦୁଇ ବର୍ଷ…

ମଝି ଚିଲିକାରେ ଡଙ୍ଗା ସହ ଫସିଲେ ୫୦ ଯାତ୍ରୀ

ପୁରୀ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା । ଯାନ୍ତ୍ରୀକ ତ୍ରୁଟି କାରଣରୁ ଚିଲିକା ମଝିରେ ଫସିଲା ଡଙ୍ଗା। ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ନେଇ ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିଲା। ହେଲେ ଡଙ୍ଗାର ମେସିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ…

ମୁଁ ଉଭୟ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଅନୁସନ୍ଧିତ୍ସୁ : ଇସ୍ରୋ ମୁଖ୍ୟ

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନର ମୁନ୍ ମିଶନ୍ ସଫଳ ହେବା ପରେ ମା’ ଭଦ୍ରକାଳୀ ମନ୍ଦିର ପରିଦର୍ଶନ କରିଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ। କେରଳର ଏକ ମନ୍ଦିରରେ ଦର୍ଶନ ସାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ଉଭୟ…

କର୍ଣ୍ଣାଟକରେ ଖୁବ୍‌ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଶ୍ରମିକଙ୍କ ନିମିତ୍ତ ହେଲ୍ପ ଡେସ୍କ

ଭୁବନେଶ୍ୱର: ବେଙ୍ଗାଲୁରୁ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଖୁସି ଖବର। କର୍ଣ୍ଣାଟକରେ ଓଡିଶା ସରକାର ଖୁବଶୀଘ୍ର ସ୍ଥାପନା କରିବାକୁ ଯାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ହେଲ୍ପ ଡେସ୍କ। ଏନେଇ ଓଡିଶା ସରକାରଙ୍କ ଶ୍ରମ ବିଭାଗ ଏବଂ ବେଙ୍ଗାଲୁରୁରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ…

ସିନେମା ଦେଖିବାକୁ ଚାଲି ଚାଲି ଯାଉଥିଲେ, ହେଲେ ହୃଦଘାତରେ ଟଳିପଡିଲେ

ଲକ୍ଷ୍ମୀପୁରଖେରି : ମୃତ୍ୟୁ କେତେବଳେ, କେଉଁଠି ଓ କେମିତି ଆସେ; ସେକଥା କାହାକୁ ବି ଜଣାନଥାଏ। ହସ ଖୁସି ଭରା ଯବାନ ମଣିଷ ବି କେତେବେଳେ ପରପାରିକୁ ଚାଲିଯିବ, ସେକଥା କେହି କହିପାରିବେ ନାହିଁ।  ଏମିତି ଏକ ଅପ୍ରତ୍ୟାଶିତ ତଥା ଆଶ୍ଚର୍ଯ୍ୟ କରିବା…

ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି: ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ବିଜେଡି-ବିଜେପି ମୁହାଁମୁହିଁ । ଜବାବ-ସୁଆଲରେ ରାଜନୀତି ସରଗରମ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ର କଡା ଜବାବ ଦେଇଥିବାବେଳେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସାଂସଦ ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର…

ରିଲାଏନ୍ସର ୪୬ତମ AGM: ଇସ୍ତଫା ଦେଲେ ନୀତା ଅମ୍ବାନୀ, ବୋର୍ଡରେ ସାମିଲ ହେଲେ ଇଶା, ଆକାଶ ଓ ଅନନ୍ତ

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ର ୪୬ତମ ଏଜିଏମ୍‌ରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ବୋର୍ଡରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଓ…