ପିସିଏସ ଜ୍ୟୋତିଙ୍କ ଉପରେ ଲଗାଇଥିବା ଆରୋପ ଫେରାଇ ନେଲେ ସ୍ବାମୀ

ପ୍ରୟାଗରାଜ: ଏସ୍‌ଡିଏମ୍‌ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କର ସଫେଇକର୍ମୀ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦ କିଛି ଦିନ ତଳେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଥିଲା। ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଛାଡ଼ପତ୍ର ପର୍ଯ୍ୟନ୍ତ ଯାଇ ମାମଲା ପାରିବାରିକ ଅଦାଲତରେ…

ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବା ଦାବିକୁ ଖାରଜ କଲେ ପୃଥ୍ୱୀରାଜ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ପରୋକ୍ଷରେ ଇଙ୍ଗିତ କରିଛନ୍ତି ଯେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇପାରନ୍ତି। ଆଉ ଦଳର ଏହି ପୂର୍ବତନ ବିଧାୟକଙ୍କୁ ସସ୍ମିତ ପାତ୍ର ପରୋକ୍ଷରେ ସମାଲୋଚନା କରିବାକୁ ଭୁଲି ନାହାନ୍ତି। ଏହାପରେ ମଙ୍ଗଳବାର ଓଡ଼ିଶାରେ…

ଗ୍ୟାସ ଟାଙ୍କି ଫାଟି ଯୁବତୀଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ରାମଚଣ୍ଡୀ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି । ସଦର ଥାନା ଅଧିନ ରାମଚଣ୍ଡୀ ଗ୍ରାମର କାଳୁ ଚରଣ ବଳିଆରସିଂଙ୍କ ଝିଅ ସଂଘମିତ୍ରା ବଳିଆରସିଂ ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ଅଚାନକ…

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ଆସନ୍ତା ୧୧ ତାରିଖରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା। ହାତୀ ମୃତ୍ୟୁ ନେଇ ହାଇକୋର୍ଟରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ। ହାତୀ ମୃତ୍ୟୁ ରୋକିବା ନେଇ ରାଜ୍ୟରେ ହୋଇଥିବା ପଲିସି ସମ୍ପର୍କରେ ଏହି ବୈଠକରେ ଜଣାଇବେ ଜଏଣ୍ଟ ଟାସ୍କଫୋର୍ସ । ଆସନ୍ତା ୧୧ ତାରିଖ ଅପରାହ୍ନ ସାଢେ…

ତାଇୱାନକୁ ନିଜର ଦର୍ଶାଇ ମ୍ୟାପ୍‌ ଜାରି କଲା ଚାଇନା

ପୁଣିଥରେ ଭାରତକୁ ଉସକାଇବା ସହ ତାଇୱାନକୁ ନିଜର ବୋଲି କହିଛି ଚାଇନା। ଭାରତର ଅରୁଣାଚଳ ପ୍ରଦେଶକୁ ଚାଇନା ନିଜର ବୋଲି କହି ଗୋଟିଏ ମ୍ୟାପ୍‌ ଜାରି କରିଛି। କେବଳ ଅରୁଣାଚଳ ପ୍ରଦେଶ ନୁହେଁ, ଭାରତ ଠାରୁ ୧୯୬୨ ଛଡ଼ାଇ ନେଇଥିବା ଅକସାଇ ଚୀନକୁ…

ମାନସିକ ଭିନ୍ନକ୍ଷମ ସ୍କୁଲର ଜଣେ ଛାତ୍ରଙ୍କୁ ମାଡ, ଥାନାରେ ଅଭିଯୋଗ

ଭଦ୍ରକ: ଭଦ୍ରକ ବ୍ଲକ ଅଧିନସ୍ଥ ଗେଲପୁର ଠାରେ ଥିବା ଏକ ମାନସିକ ଭିନ୍ନକ୍ଷମ ସ୍କୁଲର ଜଣେ ଛାତ୍ରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି | ପାଠ ପଢ଼ୁଥିବା ଛାତ୍ର ଜଣଙ୍କ ଜଣେ 11 ବର୍ଷର ଭିନ୍ନକ୍ଷମ ଶିଶୁ | ତାଙ୍କୁ ମାଡ଼ ମରାଯିବା…

ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା: ଇରାନରେ ଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୯ ମୃତ

ଇରାନର ନାସିରିୟା ସହରରେ ମର୍ମନ୍ତୁଦ ସଡକ ଦୁଘର୍ଟଣା ଘଟିଛି  ।  ଟ୍ରକ୍ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୩୧ରୁ ଉଦ୍ଧ୍ବର୍ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି  ।…

ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ…

କ୍ୟାବିନେଟ ମଞ୍ଜୁରୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି

ନୂଆଦିଲ୍ଲୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି  । ଏହି ସବସିଡିକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ।    ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବର୍ଷକୁ ୧୨ଟି ସିଲିଣ୍ଡର…

ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନାରେ ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)ର ସୁବିଧାକୁ ସମ୍ପ୍ରସାରିତ କରି ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପ୍ରସାରଣ ବିଶେଷ କରି ସେହି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କ ନାମ…