August 23, 2023

ଜହ୍ନକୁ ଯାଇ ମେସେଜ ଦେଲା ଚନ୍ଦ୍ରଯାନ-୩

ମହାକାଶ ଗବେଷଣାରେ ଇସ୍ରୋର ସ୍ବର୍ଣ୍ଣିମ ସଫଳତା । ଚନ୍ଦ୍ରପୃଷ୍ଠରେ ଅବତରଣ କଲା ଚନ୍ଦ୍ରଯାନ । ଯେଉଁ ସମୟକୁ ସାରା ଦେଶ ଓ ବିଶ୍ବ ଅପେକ୍ଷା କରିଥିଲା ସେହି ସମୟ ଥିଲା ୫ଟା ୪୪ । ଚନ୍ଦ୍ରପୃଷ୍ଠକୁ ଅନ୍ତିମ ଯାତ୍ରା ଆରମ୍ଭ କରିଥିଲା…

ଉତ୍ତରପୂର୍ବ ରାଜ୍ୟ ପାଇଁ ଥିବା ସ୍ୱତନ୍ତ୍ର ବ୍ୟବସ୍ଥାରେ ହାତ ମାରିବେନି କେନ୍ଦ୍ର ସରକାର

ଭାରତର ଉତ୍ତପୂର୍ବ ରାଜ୍ୟଗୁଡ଼ିକ ପାଇଁ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଓ ଲାଗୁ ହେଉଥିବା ନିୟମରେ ହାତ ମାରିବାକୁ କେନ୍ଦ୍ର ସରକାର କୌଣସି ପ୍ରକାରର ଯୋଜନା ରଖି ନାହାନ୍ତି। ଆଜି ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇ ଦେଇଛନ୍ତି। ସଲିସିଟିର ଜେନେରାଲ…

ଇତିହାସ ରଚିଲା ଭାରତ : ଚନ୍ଦ୍ରପୃଷ୍ଠରେ ଓହ୍ଲାଇଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତର ମହାକାଶ ଅଭିଯାନ ଇତିହାସରେ ଚନ୍ଦ୍ରଯାନ-୩ ଏକ ସ୍ମରଣୀୟ ଅଭିଯାନ ହୋଇଛି। ଆମେରିକା, ଚୀନ୍ ଓ ପୂର୍ବତନ ସୋଭିଏତ ସଙ୍ଘ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେଇଛି। ସଫ୍ଟ ଲ୍ୟାଣ୍ଡିଂ ହାସଲ କରିବା କେବଳ…

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଜୋହାନ୍ସବର୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସେରେ ବୁଧବାର ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି। ପ୍ରତିରକ୍ଷା,…

ବିନା ବସ୍ ଭଡ଼ାରେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯିବେ ଭଉଣୀ

ଲକ୍ଷ୍ନୌ: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାରଙ୍କ ବଡ଼ ଉପହାର। ବିନା ବସ୍ ଭଡ଼ାରେ ଭଉଣୀ ଯିବେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ । ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କୁ ଯାତାୟତରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ…

ଦିଲ୍ଲୀ ଏୟାରପୋର୍ଟରେ ମୁହାଁମୁହିଁ ହେବାକୁ ଯାଉଥିଲା ୨ ବିମାନ; ଟଳିଗଲା ବଡ ବିପଦ

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ ଏକ ବଡ ଧରଣର ବିମାନ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଗୋଟିଏ ସମୟରେ ଦୁଇଟି ଅଲଗା ଅଲଗା ବିମାନକୁ ଲାଣ୍ଡିଂ ଏବଂ ଟେକ ଅଫ ଅନୁମତି ଦିଆ ଯାଇଥିଲା । ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ଏହାକୁ…

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା: ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ୫ ମୃତ ୧୦ ନିଖୋଜ

ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ସିରାଜରେ ଭୂସ୍ଖଳନ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ରହିଛନ୍ତି । ସିମଲାର ବଲଦେୟାରେ ଭୂସ୍ଖଳନ ହେବାକୁ ଯୋଗୁଁ ଦମ୍ପତିଙ୍କ ଜୀବନ ଚାଲିଯାଇଛି । ଏହାଛଡା ସିରାଜର ଗୋଶାଳା ଗଳିପଡିବାରୁ…

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ସାମିଲ ହେବେ ୮୦ ନେତା, ୫ ମୁଖ୍ୟମନ୍ତ୍ରୀ

ବିଜେପି ବିରୋଧରେ ଏକାଠି ହୋଇଥିବା ବିରାଧୀ ଦଳଗୁଡ଼ିକର ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହାବୈଠକରେ ୨୬ଟି ଦଳର ୮୦ ଜଣ ନେତା…

ଜି୨୦ ଶିଖର ସମ୍ମିଳନୀ : ବାଇଡେନଙ୍କ ପାଇଁ ଆଇଟିସି ମୋର୍ଯ୍ୟର ୪୦୦ ରୁମ୍‌ ବୁକ, ତାଜରେ ରହିବେ ଜିନପିଙ୍ଗ

ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଜୋରସୋରରେ ପ୍ରସ୍ତୁତି କରୁଛି । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଭାରତ ଛଡା ଅନ୍ୟ ଦେଶର ରାଜନୈତିକ, ସାଂସ୍କୃତିକ ଏବଂ ବ୍ୟାପାର ପ୍ରତିନିଧିମଣ୍ଡଳୀ…

ବାଇଡେନଙ୍କ ଭାରତ ଗସ୍ତ ଉପରେ ନଜର ରଖିବେ ଚୀନ ଓ ରୁଷ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର ପ୍ରଥମ ଭାରତ ଗସ୍ତରେ ଆସୁଛନ୍ତି । ସେ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀରେ ଆସିବେ। ସେପ୍ଟେମ୍ବର ୭ରୁ…