ନେହେରୁ ମେମୋରିଆଲ୍ ମ୍ୟୁଜିୟମର ନୂଆ ନାଁ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ଦିଲ୍ଲୀ : ବଦଳିଲା ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ର ନାମ। ନୂଆଦିଲ୍ଲୀସ୍ଥିତ ଏହି ସଂଗ୍ରହାଳୟ ଏବେ ‘ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ସୋସାଇଟି’ ନାମରେ ପରିଚିତ ହେବ। ଏହାକୁ ଔପଚାରିକ ଭାବେ ପରିବର୍ତ୍ତନ କରିଦିଆଯାଇଛି। ନାମ ପରିବର୍ତ୍ତନକୁ ନେଇ…

ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ । ଗତକାଲିର ଘୂର୍ଣ୍ଣିବଳୟ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପ୍ରବଳ…

ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ଦୁଇ ମହଲା କୋଠା

ସମ୍ବଲପୁର: ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ସମ୍ବଲପୁର ସହରରେ ଥିବା ଏହି ଦୁଇ ମହଲା କୋଠା ଯଦିଓ ପୁରୁଣା ଥିଲା କିନ୍ତୁ କୋଠା ଭୁଶୁଡିବାରୁ କାହାରି ପ୍ରାଣହାନୀ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ…

ଭୋଟର କାର୍ଡ ସଂଶୋଧନ ନାମରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ , ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ ଗିରଫ

ଚାନ୍ଦବାଲି : ଅଙ୍ଗନବାଡି ଦିଦିଙ୍କ ସ୍ବାମୀ ନାଁ ରେ ସାଂଘାତିକ ଅଭିଯେୋଗ । ମହିଳାଙ୍କୁ ଜେର ଜବରଦସ୍ତି ଟଣା ଓଟରା ଅଭିଯୋଗ ଆଣିଲେ ଜଣେ ମହିଳା । ଭୋଟର କାର୍ଡ ସଂଶୋଧନ ପାଇଁ ଆସିଥିବା ଜଣେ ମହିଳାଙ୍କୁ ଅସାଦାଚରଣ କଲେ ଅଙ୍ଗନବାଡି…

ଆଫଗାନିସ୍ତାନରେ ସମସ୍ତ ରାଜନୈତିକ ଦଳର ମାନ୍ୟତା ରଦ୍ଦ

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ କ୍ଷମତାରେ ରହିଛି । ପୂର୍ବରୁ ଗଣତନ୍ତ୍ରର ହତ୍ୟା ହୋଇଥିବା କୁହାଯାଉଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହା ଶେଷ ହୋଇଛି । ଦେଶରେ ଥିବା ସମସ୍ତ ୭୩ ପଂଜିକୃତ ରାଜନୈତିକ ଦଳର ମାନ୍ୟତା ରଦ୍ଦ କରାଯାଇଛି…

ମହିଳାଙ୍କ ହାତରୁ ଫୋନ ନେଇ ସେଲଫି ଉଠାଇଲେ, ସହିଦଙ୍କ ବୃଦ୍ଧା ମା’ଙ୍କୁ ମୁଣ୍ଡିଆ ମାରିଲେ ନିର୍ମଳା

ପୁରୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେମିତି ସରଳ ସେମିତି ନିରାଡମ୍ବର । ବେଶ ପୋଷାକଠରୁ ଆରମ୍ଭ କରି କଥାବାର୍ତ୍ତା ପର୍ଯନ୍ତ ସବୁଥିରେ ତାଙ୍କର ସରଳତା, ତାଙ୍କର ନିରାଡମ୍ବର ଜୀବନଶୈଳୀ ବେଶ ବାରି ହୋଇପଡେ । ଦୁଇଦିନିଆ ଓଡ଼ିଶା…

ଅଦାଲତ ଅବମାନନା ମାମଲାଗୁଡିକରେ ସରକାରୀ ଅଧିକାରୀଙ୍କୁ କିପରି ସମନ କରାଯିବ? ଏସଓପି ପାଇଁ ସୁପ୍ରିମକୋର୍ଟଙ୍କୁ ସୁପାରିଶ କଲେ ସରକାର

କଟକ:  ଅଦାଲତ ଅବମାନନା ମାମଲାଗୁଡିକରେ ସରକାରୀ ଅଧିକାରୀଙ୍କୁ କିପରି ସମନ କରାଯିବ ସେ ନେଇ ଏକ ଏସଓପି ପାଇଁ ସରକାର, ସୁପ୍ରିମକୋର୍ଟଙ୍କୁ ସୁପାରିଶ କରିଛନ୍ତି। ସେଥିରେ ରହିଛି, ଅତି ଜରୁରୀ ଥିଲେ ହିଁ ସରକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ…

ଖେଳ ସାରଙ୍କୁ ଜେରା, ମାମଲା ରୁଜ୍ଜୁ କଲେ ରାଜ୍ୟ ମହିଳା କମିଶନ

କଟକ: ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା । ଗୋକନ ସ୍କୁଲ କ୍ରୀଡା ଶିକ୍ଷକଙ୍କୁ ଅଧିକ ପଚରାଉଚରା କରିଛନ୍ତି ତଦନ୍ତ ଅଧିକାରୀ । ଜଗସିଂହପୁର ଥାନା ଛେଳିଆଗଡ ଘରେ ଶିକ୍ଷକଙ୍କୁ ପଚରାଉଚରା କରାଯାଇଛି । କେବଳ ଖେଳ ଶିକ୍ଷକ ନୁହଁନ୍ତି ,…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଞ୍ଚ୍‌ କଲେ ନୌସେନାର ସ୍ୱଦେଶୀ ଯୁଦ୍ଧପୋତ ‘ବିନ୍ଧ୍ୟଗିରି’, ବଢ଼ିବ ଭାରତର ସାମୁଦ୍ରିକ ଶକ୍ତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଲଞ୍ଚ୍‌ କରିଛନ୍ତି ସ୍ୱଦେଶୀ ଯୁଦ୍ଧପୋତ ‘ବିନ୍ଧ୍ୟଗିରି’। ଏହି ନୌସେନା ଯୁଦ୍ଧପୋତକୁ ରାଷ୍ଟ୍ରପତି ମୁର୍ମୁ କୁମ୍‌କୁମ୍‌ ଲଗାଇ ଦେଇଥିଲେ ଏବଂ ଏହାପରେ ନଡ଼ିଆ ଭାଙ୍ଗି ମାଳା ପିନ୍ଧାଇ ଏହାକୁ ଜଳାବତରଣ କରିଥିଲେ। ଏଥିସହ ରାଷ୍ଟ୍ରପତି ଯୁଦ୍ଧପୋତର ନାମକରଣ…

ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ

ରାଉରକେଲା : ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ରାଜଗାଙ୍ଗପୁର ଡେଲି ମାର୍କେଟ ଆଇସିଆଇସିଆଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ବନ୍ଧୁକରୁ ଗୁଳି ଚାଲିଲା ।ଟଙ୍କା ଭର୍ତ୍ତି ବାକ୍ସ ଓହ୍ଲାଇଲା ବେଳେ ଫୁଟିଲା ବନ୍ଧୁକ । ଜଣେ ମହିଳା ସମେତ ୩…