ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ବିଡିଓ ରମେଶ ସାହୁ
ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ଦୁର୍ନୀତି ଅଭିଯୋଗରେ ଗିରଫ ପୂର୍ବତନ ବିଡିଓ ରମେଶ ସାହୁ। ଭିଜିଲାନ୍ସ ଏସପିଙ୍କ ନିକଟରେ ତାକୁ ହାଜର କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ। ପରେ ପଟିଆଲା ହାଉସ କୋର୍ଟରେ ହାଜର…
