କୌଣସି ପ୍ରକାରର ଭିଡ଼ ହିଂସାରେ ଭାଗ ନେଲେ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ

ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ଏନେଇ ଓଡ଼ିଶା…

ରାସ୍ତା କଡ଼ରୁ ମୁର୍ମୂଷୁ ଅବସ୍ଥାରେ ଯୁବତୀ ଉଦ୍ଧାର

ବାଲେଶ୍ବର: ମୁର୍ମୂଷୁ ଅବସ୍ଥାରେ ଯୁବତୀ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ନୂଆଁ ସାହି ଛକ ପୋଷ୍ଟ ଅଫିସ ସାମ୍ନାରୁ ଯୁବତୀ ଉଦ୍ଧାର ହୋଇଛନ୍ତି । ଯୁବତୀ ଜଣକ ମାନସିକ ଶକ୍ତି ହରାଇଥିବା ଜଣାପଡିଛି । ବେଳେ ବେଳେ ମାନସିକ…

ଡିଆଇଜି ପତ୍ନୀଙ୍କ ନିର୍ଯାତନା ସହି ନ ପାରି ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ; ସଫେଇ ଦେଲେ ଡିଆଇଜି

ଭୁବନେଶ୍ୱର:ବଢିଲା ଡିଆଇଜିଙ୍କ ଅଡୁଆ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହୋମଗାର୍ଡଙ୍କ ବୟାନ ଡିଆଇଜିକୁ ବିବାଦ ଭିତରେ ଫସାଇ ଦେଇଛି । ଅବଶ୍ୟ ହୋମଗାର୍ଡଙ୍କ ଏପରି ଅଭିଯୋଗକୁ ଡିଆଇଜି ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗ ଭୁଲ । ତାଙ୍କ କୌଣସି…

ବଢ଼ିଲା ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ: ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ହେଲା ଚାର୍ଜଫ୍ରେମ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଭୁବନେଶ୍ବର JMFC କୋର୍ଟରେ ଚାର୍ଜଫ୍ରେମ ହୋଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଅତିରିକ୍ତ ପିସିସିଏଫ୍ ଅଭୟ ପାଠକଙ୍କ ପୁଅ…

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ

ବାଙ୍କୀ: ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ । ଡମପଡା ବ୍ଲକ ଦୁଲଣାପୁର ଗାଁର ପୂର୍ବତନ ସରପଞ୍ଚ ସୁନୀଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍  । ତୁଳସୀପୁରସ୍ଥିତ ପେଟ୍ରୋଲ ପମ୍ପରେ…

ନିର୍ଦ୍ଧାରିତ ସମୟରେ ପ୍ରାୟ ୭୦ କିଲୋମିଟର ଉଚ୍ଚତାରୁ ଚନ୍ଦ୍ରର ନୂଆ ଫଟୋ ଉଠାଇଲା ‘ଚନ୍ଦ୍ରଯାନ-୩’

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅଭିଯାନ ଅଗଷ୍ଟ ୨୩ ତାରିଖ ବୁଧବାର ଚନ୍ଦ୍ରରେ ମୃଦୁ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) କରିବାକୁ ଲକ୍ଷ୍ୟ ରଖିଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) କହିଛି। ମହାକାଶ ଏଜେନ୍‌ସି କହିଛି ଯେ ସମସ୍ତ ସିଷ୍ଟମର ନିୟମିତ ଯାଞ୍ଚ ଚାଲିଛି…

ୟୁକ୍ରେନ୍‌ ଅଞ୍ଚଳରେ ପଶି ରୁଷ୍‌ ନଷ୍ଟ କଲା ଆମେରିକାର ମିଲିଟାରୀ ବୋଟ୍‌

ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷୀୟ ଏୟାରଫୋର୍ସ ସ୍ନେକ୍‌ ଆଇଲାଣ୍ଡରେ ଆମେରିକାର ଏକ ମିଲିଟାରୀ ବୋଟ୍‌କୁ ନଷ୍ଟ କରିଦେଇଛି। ହାଇ ସ୍ପିଡ୍‌ର ଏହି ମିଲିଟାରୀ ବୋଟ୍‌ରେ ୟୁକ୍ରେନ୍‌ର ସୈନିକମାନେ ଥିଲେ। ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘୋଷଣା କରିଛି। ଭାରତୀୟ ସମୟ…

ସାଙ୍ଗର ଝିଅକୁ ନିଶା ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲେ ଦିଲ୍ଲୀ ସରକାରୀ ବାବୁ!

ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ନିଲମ୍ବିତ ବରିଷ୍ଠ ଅଧିକାରୀ ପରମୋଦୟ ଖାକାଙ୍କ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇ ଚାକିରିରୁ ନିଲମ୍ବିତ ହୋଇଥିବା ଖାକା ଏବେ ପୁଲିସ୍ ଜେରାରର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନୀ ଭଉଣୀ

ଏଥର ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବେ ତାଙ୍କ ପାକିସ୍ତାନୀ ଭଉଣୀ। ପ୍ରଧାନମନ୍ତ୍ରୀଙ୍କ ଏହି ରାକ୍ଷୀ ଭଉଣୀଙ୍କ ନାମ କମର୍‌ ମୋହସିନ୍‌ ଶେଖ। ମୋହସିନ୍‌ କହିଛନ୍ତି, ସେ ନିଜ ଭାଇଙ୍କ ପାଇଁ ନିଜେ ରାକ୍ଷୀ ତିଆରି କରିଛନ୍ତି।…

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ଚଳିତବର୍ଷ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ସୁପ୍ରିମ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ବିପର୍ଯ୍ୟୟର କାରଣ ଜାଣିବା ପାଇଁ ଏକ କମିଟି ଗଠନ କରିବା ପାଇଁ ସୁପ୍ରିମକୋର୍ଟ ବିଚାର କରୁଛନ୍ତି । ସୁପ୍ରିମ କୋର୍ଟ ଭାରତୀୟ…