ଭିକ ମଗା ଗ୍ୟାଙ୍ଗର ପର୍ଦ୍ଦାଫାସ, ମାସକୁ ଆୟ କରୁଥିଲେ ୨ ଲକ୍ଷ
ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ଭିକ ମାଗି କ’ଣ କେହି ମାସକୁ ୨ ଲକ୍ଷ ଆୟ କରୁଥିବ? ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ହାଇଦ୍ରାବାଦ ପୁଲିସ୍ ଏମିତି ଏକ ଭିକ ମଗା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଗ୍ୟାଙ୍ଗର କିଙ୍ଗ ପିନ୍…
ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ଭିକ ମାଗି କ’ଣ କେହି ମାସକୁ ୨ ଲକ୍ଷ ଆୟ କରୁଥିବ? ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ହାଇଦ୍ରାବାଦ ପୁଲିସ୍ ଏମିତି ଏକ ଭିକ ମଗା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଗ୍ୟାଙ୍ଗର କିଙ୍ଗ ପିନ୍…
ଜରୁରୀ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ପ୍ରସ୍ତୁତ କରିଥିବା ଗାଇଡ ଲାଇନ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ସହାୟକ ହୋଇଛି। ପୀଡ଼ିତା ଜଣଙ୍କ ଗର୍ଭପାତ କରିବା ପାଇଁ ଅନୁମତି ମାଗିଥିବା ବେଳେ ସୁପ୍ରିମକୋର୍ଟ ଏହାର ଜରୁରୀ ଶୁଣାଣି…
ଟମାଟୋ ପରେ ଏବେ ପିଆଜ ପାଳି। ପିଆଜର ବର୍ଦ୍ଧିତ ମୂଲ୍ୟ ରୋଷେଇ ଘରର ବଜେଟ୍ ବିଗାଡ଼ିବା ଆରମ୍ଭ କଲାଣି। ଏହାରି ଭିତରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଦାଦା ଭୁସେ କହିଛନ୍ତି, ଯଦି ଲୋକମାନେ ୨/୪ ମାସ ପିଆଜ ନ ଖାଇବେ, ତେବେ…
ନୂଆଦିଲ୍ଲୀ: ୧୫ ବର୍ଷୀୟ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବାକୁ ଦୁଷ୍କର୍ମ କୁହାଯିବ ନାହିଁ | କିଛି ଏଭଳି କହି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ୧୫…
ଏନଡି ଟିଭି ଆଙ୍କର କନୁପ୍ରିୟା ସୈଗଲ ଏବଂ ତାଙ୍କୁ ପୁଅ ଶ୍ରେୟସଙ୍କ ମୃତ୍ୟୁରେ ୫୦ ଲକ୍ଷ କ୍ଷତିପୂରଣ ଦେଇଛି ଟ୍ରାଭେଲ ଏଜେନ୍ସୀ । ୨୦୧୯ରେ ଶ୍ରୀଲଙ୍କା କଲମ୍ବୋରେ କନୁପ୍ରିୟା ଏବଂ ତାଙ୍କ ସ୍ୱାମୀ ଯୋଗେଶ ସୈଗଲ, ପୁଅ ଝିଅ ସଡ଼କ ଦୁର୍ଘଟଣାର…
ଜହ୍ନ ରାଇଜ ଅଭିମୁଖେ ଆଗେଇ ଚାଲିଛି ଇସ୍ରୋର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରଯାନ-୩। ଅବତରଣ ପାଇଁ ଅବଗଣନା ମଧ୍ୟ ଆରମ୍ଭ ହୋଇଯାଇଛି। କେବଳ ଇସ୍ରୋ କି ଭାରତ ନୁହେଁ ଅବତରଣ ଉପରେ ରହିଛି ପୂରା ବିଶ୍ୱର ନଜର। ଏହି ସ୍ମରଣୀୟ ମୁହୂର୍ତ୍ତର…
ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଆଜିଠୁ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେଉଛି । ଏଥିରେ ଯୋଗ ଦେବା ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି । ବ୍ରିକ୍ସ ସମ୍ମିଳନୀ ଅବସରରେ କିଛି ନେତାଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା…
ସେଣ୍ଟ ଷ୍ଟେଫେନ ହସ୍ପିଟାଲରେ ଧାରଣା ଦେଉଥିବା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଏହାକୁ ପ୍ରତ୍ୟାହାର କରିଛନ୍ତି। ଦିଲ୍ଲୀ ସରକାରୀ ଅଧିକାରୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକାଙ୍କୁ ମାଲିୱାଲ ଭେଟିବାକୁ ଯାଇଥିଲେ। କିନ୍ତୁ ପୁଲିସ୍ ତାଙ୍କୁ ଏଥିପାଇଁ…
ନୋଏଡା: ପାକିସ୍ତାନର ନାଗରିକ ସୀମା ହାଇଦରଙ୍କ ବିବାଦ ଥମିବା ପୂର୍ବରୁ ବାଂଲାଦେଶର ଜଣେ ମହିଳା ଏବେ ଆସି ଭାରତରେ ପହଞ୍ଚିଛନ୍ତି। ମହିଳା ଜଣକ ତାଙ୍କ ଶିଶୁପୁତ୍ର ସହିତ ଭାରତରେ ପହଞ୍ଚିଥିବା ସୂଚନା ରହିଛି। ଗତ ଆଠ ଦିନ ଧରି ନୋଇଡାରେ ରହୁଥିବା ସୋନିଆ…
ନୂଆଦିଲ୍ଲୀ : ବିଶ୍ବ ସ୍ତରରେ କରୋନା ଭୁତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଆଲର୍ଟରେ ଭାରତ । କେନ୍ଦ୍ର ସରକାରଙ୍କ ଉଚ୍ଚ ସ୍ତରୀୟ ବୈଠକ । ରାଜ୍ୟଗୁଡ଼ିକୁ ପଜିଟିଭ ନମୁନାର ଜିନୋମ ସିକ୍ବେନ୍ସିଂ ବଢାଇବା ସହ ନୂଆ ଭାରିଆଣ୍ଟ ଉପରେ ନଜର ରଖିବାକୁ…