ବେଆଇନ ବ୍ୟାନର ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ୫୦ ହଜାର ଜୋରିମାନା
କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ଉପରେ ବେଙ୍ଗାଲୁରୁ ପୌରପାଳିକା ୫୦ ହଜାର ଟଙ୍କାର ଜୋରିମାନା ଲଗାଇଛି। କ୍ୟୁଇନ୍ସ ରୋଡ୍ରେ ଥିବା କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ଅଫିସ ନିକଟରେ ବେଆଇନ ଭାବେ ଦଳ ପକ୍ଷରୁ ପୋଷ୍ଟର…
