ରେଳ ଧାରଣାରେ ହାତୀ ଆସୁଥିଲେ ବାଜିବ ଆଲାରାମ, କମିଯିବ ଟ୍ରେନର ବେଗ
ଭୁବନେଶ୍ୱର: ଟ୍ରେନ ଧକ୍କାରେ ଆଉ ମରିବେନି ହାତୀ । ହାତୀ ମୃତ୍ୟୁକୁ ଏଡାଇବା ପାଇଁ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ହାତୀ ଅନୁପ୍ରବେଶ ପଥ ଚିହ୍ନଟ ପାଇଁ ରେଳଧାରଣାର ଆଇଡିଏସ ବା ଇଣ୍ଟ୍ରୁଜନ ଡିଟେକ୍ସନ ସିଷ୍ଟମ । ଟ୍ରେନ ଧକ୍କାରେ ହାତୀ…
