ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ବର/ପୁରୀ: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭାରତ ସରକାରଙ୍କ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାରମନ୍ତ୍ରୀ ନୀର୍ମଳା ସୀତାରମଣ। ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ନୀର୍ମଳା ସୀତାରମଣଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ଵାଗତ ଜଣାଇଛନ୍ତି।  ଦିବଂଗତ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କର ସ୍ମୃତି…

‘ଅଧିକାର ନମିଳିବା ଯାଏ ରାସ୍ତାରୁ ହଟିବୁ ନାହିଁ’-ଶିକ୍ଷକଙ୍କ ଗର୍ଜନରେ କମ୍ପିଲା ଗାନ୍ଧୀମାର୍ଗ

ଭୁବନେଶ୍ୱର:  ଗାନ୍ଧୀମାର୍ଗ ଆଜି ଜନ ସମୁଦ୍ର ପାଲଟି ଯାଇଥିଲା । ଖରା ବର୍ଷାକୁ ଖାତିରି ନକରି ହଜାର ହଜାର ଶିକ୍ଷୟିତ୍ରୀ, ଶିକ୍ଷକ ଓଶିକ୍ଷାକର୍ମଚାରୀ ବିଦ୍ୟାଳୟ ଛାଡ଼ି ସମଗ୍ର ଓଡ଼ିଶାରୁ ଧାଇଁ ଆସିଛନ୍ତି । କାହା ପାଖରେ କ୍ରୋଧ, କାହାର ବୁକୁରେ କୋହ,…

ପିସି କାରବାର ପ୍ରତିବାଦରେ ଶୁକ୍ରବାର ରାଜ୍ୟର ସବୁ ବ୍ଲକ ଘେରାଉ କରିବ କଂଗ୍ରେସ

ରାଜ୍ୟରେ ବଢ଼ି ଚାଲିଥିବା ପିସି କାରବାରକୁ ତୁରନ୍ତ ବନ୍ଦ କରିବା ସହ ଖାଲି ପଡ଼ିଥିବା ୨.୨୬ଲକ୍ଷ ପଦବୀରେ ରାଜ୍ୟର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ସମେତ ମୋଟ ୯ଦଫା ଦାବିରେ ପ୍ରଦେଶ କଂଗ୍ରେସ ଆସନ୍ତା ୧୮ତାରିଖ ଶୁକ୍ରବାର ସବୁ ବ୍ଲକ ଘେରାଉ କରିବ…

ବରଗଡ଼ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର…

ନିର୍ଗୁଣ୍ଡି-ବାରଙ୍ଗ ଓ ଖୋର୍ଦ୍ଧା ରୋଡ-ବିଜୟନଗରମ ୩ୟ ରେଳମାର୍ଗ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ

ଖୋର୍ଦ୍ଧା ରୋଡ୍‌- ବିଜୟନଗରମ୍ ଏବଂ ନିର୍ଗୁଣ୍ଡି-ବାରଙ୍ଗ ମଧ୍ୟରେ ତୃତୀୟ ରେଳ ମାର୍ଗ ନିର୍ମାଣକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶାର ଏହି ପ୍ରକଳ୍ପ ସମେତ ମୋଟ ୯ଟି ରାଜ୍ୟର ୩୪ଟି ଜିଲ୍ଲାରେ ୩୨୫୦୦କୋଟି ଟଙ୍କାର ୨୩୩୯କିମିର ଏହି ମଲଟି…

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା, ଉଠାଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ

ଭୁବନେଶ୍ୱର:  ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା  । ପୁଣି ଅଶାନ୍ତି ହୋଇଛି ମାର୍କେଟ ବିଲ୍ଡିଂ । ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ହେଲେ ମୁହାଁମୁହିଁ । ଜବରଦସ୍ତ ଦୋକାନ ଖୋଲିଥିବାରୁ  ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କଡ଼ା ବିରୋଧ…

ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ

ଭୁବନେଶ୍ବର : ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ । ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗ ବିହାର ନିକଟସ୍ଥ ନୀଳକଣଠେଶ୍ଵର ମନ୍ଦିର ନିକଟରୁ ପୋଲିସ ହଠାତ୍ ଅଭିଯୁକ୍ତ କୁ ମାଡ଼ି ବସିଥିଲା  । ଅଭିଯୁକ୍ତ ଜଣକ…

ପୁଅ ଉପରକୁ ଗରମ ଡାଲି ପିଙ୍ଗିଲା ସାବତ ମା’

କେନ୍ଦୁଝର : ପୁଅ ଉପରକୁ ଗରମ ଡାଲି ପାଣି ପିଙ୍ଗିଲା ସାବତ ମା’ । ସଙ୍କଟାପନ୍ନ ଅବସ୍ଥାରେ ପୁଅକୁ କଟକ ସ୍ଥାନାନ୍ତର । କେନ୍ଦୁଝର ଘଷିପୁରା ଥାନା କଇନିପୁରା ଗାଁରେ ଅଭାବନୀୟ ଘଟଣା । ଗାଁର ମାଧ ପାତ୍ରଙ୍କ ପୁଅ ଦିପୁନ କିଛି…

ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲା, ହେଲାନି ସାକ୍ଷ୍ୟ ଗ୍ରହଣ

କନ୍ଧମାଳ: ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲାରେ ଆଜି କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହେଲେ ନନ୍। କୋର୍ଟରେ ହେଲାନି ସାକ୍ଷ୍ୟ ଗ୍ରହଣ। ନନ୍‌ଙ୍କ ପକ୍ଷରୁ ସରକାରଙ୍କ ତରଫରୁ କୌଣସି ଓକିଲ ନିଯୁକ୍ତ ହୋଇନଥିବାରୁ ଏହି ମାମଲାଟି ପରିଚାଳନା ହୋଇପାରିଲା…

ହଜାର କୋଟି କ୍ରିପ୍ଟୋ ସ୍କାମ ଘଟଣା; ଆଉ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣା। ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ ହୋଇଥିବା ସୂଚନା ମିଳିଛି। ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ…