ଘର ସାମ୍ନାରେ ତ୍ରିରଙ୍ଗା ଉଡ଼ାଇଲେ ଆତଙ୍କବାଦୀଙ୍କ ଭାଇ

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଭାଇ ଉଡାଇଲେ ତ୍ରିରଙ୍ଗା । ନିଜଘର ସାମ୍ନାରେ ଉଡୁଥିଲା ବିଶାଳ ତ୍ରିରଙ୍ଗା ପତାକା ।  ସ୍ୱାଧୀନତା ଦିବସର ଅବ୍ୟବହିତ  ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ତା’ ନିଜ ଘରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି । ଆତଙ୍କୀ ଜାଭେଦ ମାଟ୍ଟୁ…

ଗ୍ୟାସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ: ୩୦ ମୃତ, ୧୦୦ ଆହତ

ମସ୍କୋ :ରୁଷରେ ଭୟଙ୍କର ବିସ୍ଫୋରଣ  । ଅତିକମରେ ୩୦  ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ । ମଙ୍ଗଳବାର ଏମିତି ସୂଚନା ଦେଇଛନ୍ତି ରୁଷ ଦାଗେସ୍ତାନର  ରାଜ୍ୟପାଳ ସେର୍ଗେଇ ମେଲିକୋଭି । ସୋମବାର…

ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା

ଦୁବାଇ: ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା। ସ୍ୱାଧିନତା ଦିବସ ଅବସରରେ ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଟାୱାର ତ୍ରିରଙ୍ଗାର ତିନିରଙ୍ଗରେ ଝଲସୁଛି। ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା।…

ଖୁସି ଖବର, ଆଜିଠାରୁ ଟମାଟୋ କେଜି ୫୦!

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର । କମ ହେବାକୁ ଯାଉଛି ଟମାଟୋ ଦର । ବିଗତ କିଛି ମାସ ଧରି ଆପଣଙ୍କୁ ହେଉଥିବା ସମସ୍ୟାର ସାମାନ୍ୟ ସମାଧାନର ରାସ୍ତା ଖୋଲିଛି । ବର୍ତ୍ତମାନ ଟମାଟୋ…

ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା : ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ସ୍କୁଲବସ । ନିୟନ୍ତ୍ରଣ ହରାଇ ଓଲଟି ପଡିଲା  ।  ୧୨ ଛାତ୍ରଛାତ୍ରୀ ଆହତ ।  ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ଅଞ୍ଚଳରେ ଘଟିଛି ଏମିତି ଅଘଟଣ । ପଦ୍ମପୁର ସ୍ଥିତ ସନସାଇନ…

ବିଶ୍ୱଗୁରୁ ହେବାକୁ ହେଲେ କେବଳ ଅଭିଭାଷଣ ଦେଲେ ଚଳିବନି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଛନ୍ତି ଯେ ଭାଷଣ ଦେଇ ନୁହେଁ ବରଂ ଭଲ ଶିକ୍ଷା ଦେଇ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କଲେ ଦେଶ ବିଶ୍ୱରେ ଅଗ୍ରଣୀ ହେବ। କେଜ୍ରିୱାଲ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା…

ନକ୍ସଲଙ୍କ ଗୁଳିରେ ୨ ଯବାନ ସହିଦ

ରାଉରକେଲା:  ସ୍ୱାଧୀନତା ଦିବସରେ ଲାଲ ଆତଙ୍କ । ସୁନ୍ଦରଗଡ ଜିଲ୍ଲା ସୀମାରେ  ନସ୍କଲ ହିଂସା ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ନକ୍ସଲ କରିଛନ୍ତି ସଂଘବଦ୍ଧ ହମଲା ।  ନକ୍ସଲମାନେ ଯବାନଙ୍କ ଉପରକୁ ହଠାତ ଆଖିବୁଜା ଗୁଳିବର୍ଷା କରିଛନ୍ତି।…

ମମତା ଦିଲ୍ଲୀ ଯିବେ, ଧାରଣା ଦେଇ ହକ ମାଗିବେ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଫଣ୍ଡ ରୋକାଯିବା ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଆନ୍ଦୋଳନ କରିବ ତୃଣମୂଳ କଂଗ୍ରେସ। ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହି ଆନ୍ଦୋଳନର ନେତୃତ୍ୱ ନେବେ। ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସମୟରେ ସୁପ୍ରିମକୋର୍ଟଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସମୟରେ  ସୁପ୍ରିମକୋର୍ଟଙ୍କୁ ପ୍ରଶଂସା କରିଛନ୍ତି।   ଆଞ୍ଚଳିକ ଭାଷାରେ କୋର୍ଟଙ୍କ ରାୟ ଉପଲବ୍ଧ କରାଇବା ପାଇଁ  ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମୁହଁରେ…

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଗୋଷ୍ଠୀ ମୁହାମୁହିଁ

ଭୁବନେଶ୍ୱର : ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ…