ଗୁଗୁଲ ପାଳିଲା ସ୍ବାଧୀନତା ଦିବସ , ଡୁଡଲରେ ସ୍ଥାନ ପାଇଲା ଓଡ଼ିଶାର ବାନ୍ଧକଳା
ନୂଆଦିଲ୍ଲୀ: ଦୀର୍ଘ ୨୦୦ ବର୍ଷ ଦେଶ ବ୍ରିଟିଶ ଶାସନ ଅଧୀନରେ ରହିବା ପରେ ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ବାଧୀନ ହୋଇଥିଲା। ଆଜି ସ୍ବାଧୀନତା ଦିବସ ଅବସରରେ ଗୁଗଲ ଏହାର ଡୁଡଲରେ ଭାରତୀୟ ଶିଳ୍ପ ପରମ୍ପରାକୁ ସ୍ଥାନିତ କରିଛି।…
