ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଠକେଇ, ଷଡ଼ଯନ୍ତ୍ର ଭେଦିଲା ଇଓଡବ୍ଲୁ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ ଚଳାଇଥିବା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଇଫତଖାର ଆସିଫ୍ ଖାନଙ୍କୁ ଗିରଫ କରି…

ଓଓ୍ବୈସିଙ୍କ ସରକାରୀ ବାସଭବନ ଉପରକୁ ପଥରମାଡ଼ ! – I Odisha

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରବିବାର ସନ୍ଧ୍ୟାରେ ଓୱେସିଙ୍କ ସରକାରୀ ବାସଭବନ ଭିତରେ ଥିବା କାଚ ଭାଙ୍ଗିଯାଇଥିବା ଦେଖାଯିବା ପରେ ଏହି…

ଓଡ଼ିଶାରୁ ୧୭ ପୋଲିସ ଅଧିକାରୀ ପାଇବେ ପଦକ – I Odisha

ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ। ଏଥର ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପଦକ ପାଇବେ। ସାହସିକତା ପାଇଁ ୪ ଜଣ ପୋଲିସ କର୍ମଚାରୀ ପଦକ ପାଇବେ। ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ…

ଶରଦ ଓ ଅଜିତଙ୍କ ଭେଟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର – I Odisha

ବିଜେପି ବିରୋଧରେ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ବିରୋଧୀ ଏହି ବୈଠକୁ ସଫଳ କରିବା ପାଇଁ ଯୋଜନା ମଧ୍ୟ କରିଛନ୍ତି। ହେଲେ ଏନସିପି ସୁପ୍ରିମୋ ଶରଦ ପାୱାର ହଠାତ୍‌ ବିଜେପି ସହ ହାତ…

କର୍ପୋରେଟରଙ୍କୁ ଅଣଦେଖା ,ପତାକା ଉତ୍ତୋଳନ କରିବେ ଓ୍ବାର୍ଡ ଅଫିସର – I Odisha

ଭୁବନେଶ୍ବର: ବିଏମସିରେ ଅଫିସର ରାଜ୍ । ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମାକୁ ନେଇ ବିବାଦ ଭିତରକୁ ଠେଲି ହୋଇଯାଉଛି ବିଏମସି । ଆସନ୍ତା ସ୍ବାଧୀନତା ଦିବସରେ ଓ୍ବାର୍ଡ ଅଫିସରେ କର୍ପୋରେଟରଙ୍କୁ ବାଦ୍ ଦେଇ ଓ୍ବାର୍ଡ ଅଫିସର ପତାକା ଉତ୍ତୋଳନ କରିବେ ।…

ହିମାଚଳରେ ବର୍ଷାର ତାଣ୍ଡବ

ସିମଲା : ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଓ ଅଚାନକ ବନ୍ୟା ଯୋଗୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଅଚାନକ ବନ୍ୟା ପାଣି ମାଡ଼ି ଯିବାରୁ ଏହାର ସ୍ରୋତରେ ୭ ଜଣ ଲୋକ ଭାସି ଯାଇଛନ୍ତି। ମଣ୍ଡି…

ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ ଯାତ୍ରା, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ, ସାଂସଦ ଅପରାଜିତା

ଭୁବନେଶ୍ୱର: ମଙ୍ଗଳବାର ୭୭ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଥିବା ବେଳେ ବିଜେପି ରାଜ୍ୟ ଶାଖା ପକ୍ଷରୁ ସୋମବାର ଭୁବନେଶ୍ୱରରେ ‘ହର ଘର ତ୍ରିରଙ୍ଗା’ ରାଲି ଆୟୋଜନ କରାଯାଇଛି। ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା…

ମଧ୍ୟାହ୍ନରେ ମିଶନ କାଫେର ଉଦ୍‌ଘାଟନ କଲେ ବିଧାୟିକା, ସନ୍ଧ୍ୟାରେ ତାଲା ପକାଇଦେଲେ ସରପଞ୍ଚ

ଝାରସୁଗୁଡା: ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଦ୍ୱାରା ଉଦଘାଟିତ ଏକ ମିଶନ ଶକ୍ତି କାଫେକୁ ମାତ୍ର କିଛି ଘଣ୍ଟା ପରେ ସ୍ଥାନୀୟ ସରପଞ୍ଚ ତାଲା ପକାଇ ଦେଲେ। ଲଇକେରା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ବେହେରା କହିଛନ୍ତି ଯେ ଉଦଘାଟନ ଉତ୍ସବରେ ସେ…

ସହଜ ଓ ସରଳ କରିବାକୁ ଆରଟିଓର ନୂଆ ପ୍ରକ୍ରିୟା, ପେପରଲେସ ପରେ ଫେସଲେସ

ଭୁବନେଶ୍ୱର: ଗାଡି ବିକ୍ରି କରିବା ହେଉ ଅବା ମାଲିକାନା ବଦଳାଇବା ପ୍ରକ୍ରିୟାକୁ ଅନଲାଇନ ଜରିଆରେ ଆହୁରି ସରଳ କରିବାକୁ ରାଜ୍ୟ ପରିବହନ ବିଭାଗ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭିଡ ମୁକ୍ତ ଆରଟିଓ ଅଫିସ ସହ ଲୋକଙ୍କ ସମୟ ବଞ୍ଚାଇବା…

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଫୁଲବାଣୀ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ବିଶ୍ବ ରଞ୍ଜନ କହଁରକୁ ଆଜି ଫୁଲବାଣୀ ପୁଲିସ ଗିରଫ କରିଛି। ଫୁଲବାଣୀ ସହରରୁ…