ଦେବଦୂତ ସାଜିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୋଷ୍ଠୀସ୍ତରୀୟ…

ଭୁବନେଶ୍ୱରକୁ ଆବର୍ଜନାମୁକ୍ତ କରିବ “ଟିମ୍ ସାଇନ୍”, ବିଏମସି ଗଠନ କଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରରେ ଅଳିଆ ଆବର୍ଜନା ନେଇ ନାନାଦି ସମସ୍ୟା ଦେଖାଯାଉଛି । ଏନେଇ ବାରମ୍ବାର ସଚେତନ କରାଯିବା ପରେ ଲୋକଙ୍କୁ ତାଗିଦ୍‌ କରିବା ପାଇଁ ବିଏମ୍‌ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ…

ଓଡ଼ିଶାର ଭୁଞ୍ଜିଆ ଆଦିବାସୀ ଦମ୍ପତିଙ୍କୁ ଦିଲ୍ଲୀ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

ନୂଆପଡା: ପ୍ରତିବର୍ଷ ଓଡିଶାରୁ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସଂପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ରାଜ ଅତିଥି ଭାବେ ନିମନ୍ତ୍ରଣ କାରାଯାଇଥାଏ । ତେବେ ଚଳିତ ବର୍ଷ ସ୍ଵାଧିନତା ଦିବସ ପାଳନ ଅବସରରେ ଦିଲ୍ଲୀ ରାଜପଥରେ ଆୟୋଜିତ ହେବାକୁ ଥିବା ସ୍ଵାଧିନତା ଦିବସରେ ଓଡିଶାରୁ ଆଦିମ ଜନଜାତି…

ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର, ଓଡିଶା ସୀମାରେ ହାଇଆଲର୍ଟ ଜାରି

ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର  । ଜଙ୍ଗଲରେ ଭିତରେ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ତିଆରି କରି ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିଲେ ମିଶିର ବିଶ୍ରା । ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ  ।…

ଗୋଟିଏ ହସ୍ପିଟାଲରେ 24 ଘଣ୍ଟାରେ 18 ରୋଗୀ ମୃତ

ଥାନେ : ମହାରାଷ୍ଟ୍ରର ଥାନେରେ ଆଲୋଡନ। 24 ଘଣ୍ଟା ମଧ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଡାକ୍ତରଖାନାରେ 18 ରୋଗୀଙ୍କ ମୃତ୍ୟୁ। ଥାନେର କଲୱା ସ୍ଥିତ ସରକାରୀ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ(ସିଏସଏମଏମ) ହସ୍ପିଟାଲରେ ଏହି ଘଟଣା ଘଟିଛି। ଏଠାରେ ଅଗଷ୍ଟ 10…

ହୋଟେଲ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଯାଜପୁର ରୋଡ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। କେନ୍ଦୁଝର ଜିଲ୍ଲା…

ବିଜେପିରେ ଯୋଗଦେବାକୁ ମନାଉଛନ୍ତି ଶୁଭେଚ୍ଛୁ: ଶରଦ ପାୱାର

ମୁମ୍ବାଇ :  ବିଜେପିରେ ଯୋଗଦେବାକୁ ଚେଷ୍ଟା କରାଯାଉଛି। କିଛି ଶୁଭେଚ୍ଛୁ ଏଥିପାଇଁ ମୋତେ ମନାଇବାକୁ ଚେଷ୍ଟା କରୁଥିବା କହିଲେ ଏନସିପି ମୁଖ୍ୟ ଶରଦ ପାୱାର୍। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲାଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଆଜି ଏପରି କହିଛନ୍ତି ପାୱାର। ସେ…

ପତ୍ନୀଙ୍କ ସହ ଝଗଡା କରି ୯ ମାସର ଶିଶୁ ପୁତ୍ର ସହ ନଦୀକୁ ଡେଇଁ ପଡିଲେ ବାପା

କଟକ:ଜୀବନ ପ୍ରତି ମୋହ ଛାଡିଗଲା ସତ ହେଲେ ସନ୍ତାନ ପ୍ରତି ତୁଟାଇ ପାରି ନ ଥିଲେ । ସେଥିପାଇଁ ପତ୍ନୀଙ୍କ ସହ ଝଗଡା କରି  ୯ ମାସର ଛୁଆକୁ ଧରି   ନଦୀକୁ ଡେଇଁଥିଲେ ବାପା । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ  ଶିଶୁପୁତ୍ରକୁ…

୪ ପାରିତ ବିଲ୍‌ ଉପରେ ମୋହର ମାରିଲେ ରାଷ୍ଟ୍ରପତି, ୨ଟିକୁ ନେଇ ରହିଛି ବିବାଦ

ନୂଆଦିଲ୍ଲୀ : ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍‌ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଏହାର ଅର୍ଥ ଏହି ବିଲ୍‌ଗୁଡ଼ିକ ଆଇନରେ ପରିଣତ ହୋଇଛି। ଡିଜିଟାଲ ପର୍ସନାଲ…

ପ୍ରିୟଙ୍କା ଗାନ୍ଧିଙ୍କ ‘୫୦% କମିସିନ’ ଦାବିକୁ ବିଜେପିର ବିରୋଧ, କାର୍ଯ୍ୟାନୁଷ୍ଠାନ ଧମକ

ଭୋପାଳ : ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାର ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାର ୫୦% କମିସିନରେ ଲିପ୍ତ ଥିବା ପ୍ରିୟଙ୍କା କହିବା ପରେ ଚିହିଁକି ଉଠିଛି ବିଜେପି। ଏଥିସହ ପ୍ରିୟଙ୍କାଙ୍କ ବିରୋଧରେ…