August 2023

ଅତିକ ଅହମଦ ହତ୍ୟା ଘଟଣା: କେହି ଜଣେ ସାମିଲ ଥିବା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବିନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ୍‌ ହେପାଜତରେ ହତ୍ୟା କରାଯିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି। ଏପ୍ରିଲ ୧୫ରେ ଅତିକ ଓ ଅଶରଫଙ୍କୁ ପ୍ରୟାଗରାଜର ଗୋଟିଏ…

ଅନଓ୍ବର-ଉଲ୍-ହକ୍ କକର୍ ହେଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ ହେବା ପରେ ସେଠାକାର ରାଜନୈତିକ ବାତାବରଣ ଗରମ ହୋଇଛି। ଅନ୍ୟପକ୍ଷରେ ନ୍ୟାସନାଲ ଆସେମ୍ବ୍ଲିରେ ବିଦାୟୀ ବିରୋଧୀ ଦଳ ନେତା ରାଜା ରିୟାଜ୍ କହିଛନ୍ତି ଯେ ଅନୱର-ଉଲ-ହକ୍ କକର୍ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ…

ଭାରତରେ ଦର ଆକାଶଛୁଆଁ, କିନ୍ତୁ ନେପାଳରେ ଚାଷୀ ରାସ୍ତାରେ ଫିଙ୍ଗୁଛନ୍ତି ଟମାଟୋ

ନୂଆଦିଲ୍ଲୀ : ଦେଶରେ ଏବେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଦେଶର ଅଧିକାଂଶ ସ୍ଥାନରେ ଟମାଟୋ ଦର ୧୦୦ ଟଙ୍କାରୁ ଅଧିକ ଥିବାବେଳେ କେତେକ ସ୍ଥାନରେ ୨୦୦ ଟଙ୍କା ଟପିଯାଇଛି । ଏପରିସ୍ଥିତିରେ ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶ ନେପାଳ…

ଏଫେଲ୍ ଟାଓ୍ବାରକୁ ଉଡ଼ାଇଦେବାକୁ ଧମକ ! ପର୍ଯ୍ୟଟକଙ୍କୁ ଖାଲି କରାଗଲା

ପ୍ୟାରିସ୍: ପ୍ୟାରିସସ୍ଥିତ ପ୍ରସିଦ୍ଧ ଏଫେଲ ଟାଓ୍ବାରକୁ ବୋମା ମାରି ଉଡ଼ାଇଦେବାକୁ ଧମକ ମିଳିବା ପରେ ସେଠାରେ ଆତଙ୍କ ଖେଳିଯାଇଛି । ଏହି ଖବର ମିଳିବା ପରେ ପୁଲିସ ପକ୍ଷରୁ ସେଠାରେ ଥିବା ପର୍ଯ୍ୟଟକମାନଙ୍କୁ ଖାଲି କରାଯାଇଥିଲା । ଟାଓ୍ବାରର ୩ଟି ମହଲାରେ…

ଓଡ଼ିଶାର ପିଏମ୍ କିସାନ୍ ହିତାଧିକାରୀ, ନରେଗା ଶ୍ରମିକ ଓ ଜୈବିକ ଚାଷୀଙ୍କୁ ଦିଲ୍ଲୀରୁ ଆସିଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଛି । ତେଣୁ ଏଥରର ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବାକୁ ଦେଶର କୋଣଅନୁକୋଣରୁ ପ୍ରାୟ…

ମେଇତେଇ ଓ କୁକିଙ୍କ ରକ୍ତସଂଘର୍ଷରେ ଫସିଛନ୍ତି ଲକ୍ଷାଧିକ ମୁସଲିମ୍, ବିପନ୍ନ ହୋଇଛି ଜୀବନଜୀବିକା

କ୍ବାକତା (ମଣିପୁର): ମଣିପୁରରେ ଜାତିଗତ ହିଂସାକୁ ୧୦୦ ଦିନରୁ ଅଧିକ ସମୟ ବିତିଗଲାଣି। ଧୀରେ ଧୀରେ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ଏବଂ ଗତ କିଛି ଦିନ ହେବ କୌଣସି ବଡ ଧରଣର ଘଟଣା ସାମ୍ନାକୁ ଆସିନାହିଁ। କିନ୍ତୁ ସଙ୍ଘର୍ଷର…

ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୧୫ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହେବାପରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ‌ପରିସ୍ଥିତିର ମୁକାବିଲା ଲାଗି ଚିଠି ଲେଖିଛନ୍ତି। ସୂଚନା ଅନୁସାରେ ମୁଖ୍ୟତଃ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସମୂହରେ ମଧ୍ୟମ ଧରଣର ବର୍ଷା ଓ…

ରାଜ୍ୟରେ ଆଗାମୀ ନିର୍ବାଚନ ବିଜେପି ଏକାକୀ ଲଢିବ ଏବଂ ସରକାର ଗଢିବ-କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ଏକା ଲଢିବ ବିଜେପି । କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ…

ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ, ୧୬ ଅସୁସ୍ଥ, ଦୁଇ ଗୁରୁତର କେନ୍ଦ୍ରାପଡା ହସ୍ପିଟାଲକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ବଜ୍ରପାତ ଘଟି ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଦୁଇ ଛାତ୍ରୀ ଅମୃତା ପଣ୍ଡା ଓ ଆଦ୍ୟାଶା ଲକ୍ଷ୍ମୀ ସାମଲଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କେନ୍ଦ୍ରାପଡ଼ା ଜିଲ୍ଲା…

ଟିଏମସି ରକ୍ତର ଖେଳ ଖେଳିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି

କୋଲକାତା : ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଆଜି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ପଞ୍ଚାୟତ ନିର୍ବାଚନ ବେଳେ ରକ୍ତର ଖେଳ ଖେଳିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି। ଭିଡିଓ କନଫରେନ୍ସିଂରେ…