ନକ୍ସଲ ହମଲାରେ ଓଡ଼ିଆ ସିଆରପିଏଫ ଯବାନ ସହିଦ

ଭୁବନେଶ୍ୱର:ସୀମାରେ ଓଡ଼ିଆ ଯବାନ ସହିଦ ।  ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡିଆ ଯବାନ ସୁଶାନ୍ତ ଖୁଂଟିଆ।  ମାଓ ଏନକାଉଣ୍ଟରରେ ସାମିଲ ହୋଇଥିଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଂଟିଆ । ଏହି ଖବର ପହଞ୍ଚିବା ପରେ ସାରା କେନ୍ଦୁଝର ଜିଲ୍ଲାରେ…

ବିକ୍ରିହେବ ବଡ଼ ଓଡ଼ିଆ ମଠ ! ମଠ ମହନ୍ତଙ୍କ ଆତ୍ମହତ୍ୟା ଧମକ

ପୁରୀ: ନିଶ୍ଚିହ୍ନ ହୋଇଯିବ  ୫ ଶହ ବର୍ଷର ମଠ ସଂସ୍କୃତି ! ଅତିବଡୀଙ୍କ ସାଧନା ପୀଠ ବିକ୍ରି ନେଇ ଚାଲିଛି ବଡ ଷଡ଼ଯନ୍ତ୍ର। ଶାଗମାଛ ଦରରେ ମଠକୁ ଅନ୍ୟ ହାତରେ ଟେକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କରୁଛି ହୀନଉଦ୍ୟମ । ବଡ଼…

ବିହନ ପ୍ରଣାଳୀର ପାରମ୍ପାରିକ ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ

ଭୁବନେଶ୍ୱର: ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

ନିଜେ ଝୁଲିପଡିଥିଲେ ଶୁଭଲକ୍ଷ୍ମୀ, ସ୍ପଷ୍ଟ କଲେ ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ଡେଥ୍ ମିଷ୍ଟ୍ରିରୁ ଏଯାଏ ହଟିନି ପରଦା । ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଏହି ମାମଲାରେ ସବୁ ଦିଗରୁ ତଦନ୍ତ କରାଯାଉଛି…

ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ, ୧୯ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟରେ ଆଜି  ୧୯ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏହି ପ୍ରସ୍ତାବରେ ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‌ ଅନ୍‌ ସ୍କିଲ୍‌ ପାଠ୍ୟକ୍ରମ ବ୍ୟବସ୍ଥା , ଉଚ୍ଚ ଶିକ୍ଷିତ…

ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ଚଳିତ ବର୍ଷ ମଧ୍ୟ ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ…

ସରିଲା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା

ଭୁବନେଶ୍ଵର: ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଚଳିତ ବର୍ଷ ଶିକ୍ଷାବର୍ଷ ପାଇଁ ନାମଲେଖା ଅନୁଷ୍ଠିତ ହେଉଛି । ସମୁଦାୟ ୨୦୬୩ଟି ସିଟ୍‌ରେ ନାମଲେଖା ଚାଲିଛି । ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଶେଷ ହେବା ପରେ ୪୫୨ଟି ସିଟ୍…

ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ: ଡାକ୍ତରଙ୍କ ଅବହେଳା ଯୋଗୁଁ ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ…

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ: କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର:ରାଜ୍ୟରେ ଆରମ୍ଭ ହୋଇ ଯାଇଛି ସ୍ୱାଧୀନତା ଦିବସ ପ୍ରସ୍ତୁତି । କିଏ କେଉଁଠି କରିବ ପତାକା ଉତ୍ତୋଳନ ସେ ନେଇ ତାଲିକା ପ୍ରସ୍ତୁତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ…

DNA ରିପୋର୍ଟ ଧରି ଧାରଣାରେ ବସିଲେ ଦୀପିକା, ଦାବି କଲେ ମୋ ପିଲାର ବାପା ଦୀନେଶ

ବ୍ରହ୍ମପୁର : ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ। ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ କେ. ଦିନେଶ କୁମାର ଓ କେ. ଦୀପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା। ୨୦୨୨ରେ ଏହି ତଥ୍ୟ ରାଜ୍ୟ…