ଢେଙ୍କାନାଳରେ ମା’ ଲକ୍ଷ୍ମୀଙ୍କ ଧରାବତରଣ

ଢେଙ୍କାନାଳ : ଢେଙ୍କାନାଳରେ ଧରାବତରଣ କରିବେ ମା’ ଲକ୍ଷ୍ମୀ। ଶନିବାରଠାରୁ ସହରରେ ଆରମ୍ଭ ହେବ ମା’ଙ୍କ ଆରାଧନା। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଢେଙ୍କାନାଳ। ସହରରେ ଶେଷ ହୋଇଛି ସମସ୍ତ ସାଜସଜ୍ଜା। ଚଳିତବର୍ଷ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ୮୦ ବର୍ଷରେ ପଦାର୍ପଣ…

ସ୍ବରୂପ ନାୟକ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ଅସାଧାରଣ ପ୍ରତିଭା

କଟକ: ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ସ୍ବରୂପ ନାୟକ ତାଙ୍କର ପ୍ରତିଭାର ସ୍ବାକ୍ଷର ଛାଡ଼ି ଯାଇ ନାହାନ୍ତି। ଗୀତ ରଚନାରୁ ସଂଗୀତ ନିର୍ଦ୍ଦେଶନା, ସଂଳାପ, ଅଭିନୟ ପ୍ରତ୍ୟେକ କ୍ଷେତ୍ରରେ ଧୂରନ୍ଧର ଥିଲେ ସ୍ବରୂପ। ଅନେକ ପାଇଁ…

ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ପୁରୀ: ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ଵ ଗ୍ରହଣ ପରେ ଭି.କେ ପାଣ୍ଡିଆନ ଆଜି ଭୋର ସମୟରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିମଳା…

ମନୋଜ ମିଶ୍ରଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଶ୍ରୀତମ: ଆମେ ଆପୋଷ ସମାଧାନ କରିବୁ

ଭୁବନେଶ୍ବର: ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ଦେବା ପରେ ଏହାକୁ ନେଇ ନିଜର ମନୋଭାବକୁ ସ୍ପଷ୍ଟ କରିଛନ୍ତି ଅଭିନେତା ତଥା ସିନେ କଳାକାର ସଂଘର ସଂପାଦକ ଶ୍ରୀତମ ଦାସ। ଶ୍ରୀତମ କହିଛନ୍ତି, ମନୋଜ…

ଅମୃତ କଳସ ଯାତ୍ରାରେ ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକେ ସାମିଲ ହେବା ସୌଭାଗ୍ୟର କଥା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ‘ମୋର ମାଟି ମୋର ଦେଶ’ କାର୍ଯ୍ୟକ୍ରମରେ ଅମୃତ କଳସ ଯାତ୍ରା ଏବଂ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀକୁ କଳସ ଯାତ୍ରା ଯାଇଛି। ଏହା ସୌଭାଗ୍ୟର କଥା ଯେ, ଓଡ଼ିଶା ବି ଦଳମତ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନେ ଏଥିରେ…

ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ ଉଦଘାଟିତ

କଟକ: କଟକର ଗତିରାଉତପାଟଣା ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) ପରିସରରେ ଶନିବାର ଦିନ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଆନୁକୂଲ୍ୟରେ ଆୟୋଜିତ ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ-୨୦୨୩ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସତ୍ରରେ ଶ୍ରୀଜଗନ୍ନାଥ ମେଡିକାଲ…

ପାରିବାରିକ କଳହର କରୁଣ ପରିଣତି: ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଜଳେଶ୍ଵର: ପାରିବାରିକ କଳହର କରୁଣ ପରିଣତି। ଘରୋଇ ଝଗଡାକୁ କେନ୍ଦ୍ର କରି ସୁବର୍ଣ୍ଣରେଖା ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳାଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରିଥିବା ବେଳେ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ସେ ଏବେ…

ଭୁବନେଶ୍ୱରରେ ରୋଜଗାର ମେଳାର ଦଶମ ପର୍ଯ୍ୟାୟରେ ୧୭୬ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ନୀତି ଓ ପ୍ରଭାବଶାଳୀ ପଦକ୍ଷେପ କାରଣରୁ ଆଜି ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳା ମାନଙ୍କ ଭାଗିଦାରୀ ବଢିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ ଦଶମ…

ଅମୃତ କଳସ ଧରି ବିଜେପିର ଶୋଭାଯାତ୍ରା

ଭୁବନେଶ୍ବର : ଅମୃତ କଳସ ଧରି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା। ୩୧୪ ବ୍ଲକରୁ ୩୧୪ ଅମୃତ କଳସ ଧରି ବିଜେପିର ୬୩୦ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରୁ ମାଷ୍ଟର କ୍ୟାଣ୍ଟିନ ଯାଏ ଶୋଭାଯାତ୍ରା…

ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

କଟକ : ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ। କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସ୍ୱରୂପଙ୍କୁ ତାଙ୍କ ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି। ତାଙ୍କର ଶେଷକୃତ୍ୟ ସଂପନ୍ନ ସମୟରେ ବହୁ…