ପଶ୍ଚିମବଙ୍ଗ ଆଡ଼କୁ ଯିବ ଅବପାତ, ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୨୨ ତାରିଖ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର…

ଏଥର ବର୍ଷାରେ ଭିଜିବ ଦଶହରା, ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ

ଭୁବନେଶ୍ବର : ଏଥର ବର୍ଷାରେ ଭିଜିବ ଦଶହରା। କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । କ୍ରମଶଃ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି…

ଅଣଓଡ଼ିଆ ସଂସ୍ଥା ଖାଇଗଲେ ମେଧାବୃତ୍ତି ଟଙ୍କା, ଧରିଲେ ସିଏଜି, ଗର୍ଜିଲା ବିଜେପି

ଭୁବନେଶ୍ବର:ରାଜ୍ୟରେ ମେଧାବୃତ୍ତି ପାଣ୍ଠିରେ ବ୍ୟାପକ ଘୋଟଲା ହୋଇଥିବା ବେଳେ ଦକ୍ଷତା ବିକାଶ ପାଣ୍ଠିକୁ ତାମିଲ ସଂସ୍ଥା ଦ୍ୱାରା ହଡ଼ଡପ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅକ୍ଟୋବର ୨୦ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।…

ଓଡ଼ିଆ ମହିଳା ଡାକ୍ତରଙ୍କ ଉଦ୍ଭାବନକୁ କିଣିଲା ସୁପ୍ରିୟା ଲାଇ‌ଫ୍ ସାଇନ୍‌ସେସ୍‌: ମୁଖଗହ୍ବର କ୍ୟାନସର୍‌ ଶୀଘ୍ର ଚିହ୍ନଟ ହେବ

ଭୁବନେଶ୍ବର: ରାଜ୍ୟର ଜଣେ ମହିଳା ଡାକ୍ତର ଏକ ଅଭିନବ ନିଦାନ ଉତ୍ପାଦ ବିକାଶ କରିଛନ୍ତି ଯାହା ମୁଖଗହ୍ବର କ୍ୟାନସର ନିଦାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ସେ ହେଉଛନ୍ତି ଡାକ୍ତର ସ୍ବାଗତିକା ପଣ୍ଡା। ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ୍‌ ସାଇନ୍‌ସେସ୍‌ରେ ପ୍ରଫେସର ଭାବେ କାର୍ଯ୍ୟ…

କୁକୁର କଳିରୁ ମହାଭାରତ: ଅଭିଯୁକ୍ତ ଗିରଫ, ଖଣ୍ଡା ଓ ଲୁହାରଡ୍‌ ଜବତ

ଭୁବନେଶ୍ୱର୍: କୁକୁର ଲଢେଇ ଓ ଭୁକିବାକୁ ନେଇ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରା ଯାଇଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସୂର୍ଯ୍ୟନଗର ସିମିଳିବସ୍ତିରେ ରହୁଥିବା ନୟାଗଡ଼ ଜିଲ୍ଲା ସଦର…

ଛତିଶଗଡ଼ ବିଧାନସଭା ନିର୍ବାଚନ: ତାରକା ପ୍ରଚାରକ ତାଲିକାରେ ଓଡ଼ିଶା ପିସିସି ସଭାପତି

ଭୁବନେଶ୍ବର: ପ୍ରକାଶ ପାଇଛି ଛତିଶଗଡ଼ରେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ୪୦ଜଣିଆ ଏଆଇସିସିର ତାରକା ପ୍ରଚାରକ ତାଲିକା। ଏଥିରେ ସ୍ଥାନ ପାଇଛନ୍ତି ତିନିଜଣ ଓଡ଼ିଆ। ଏମାନେ ହେଲେ ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ,ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ…

ଅତ୍ୟଧିକ ଉତ୍ତେଜିତ ହେବାରୁ ଏଏସଆଇ ଏଲିଶ ଲୁଗୁନଙ୍କ ମୃତ୍ୟୁ, ସୂଚନା ଦେଲେ ରାଉରକେଲା ଏସପି

ରାଉରକେଲା: ଉଦିତନଗର ଥାନା ଏଏସଆଇ ଏଲିଶ ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅତ୍ୟଧିକ ଉତ୍ତେଜିତ ହେବାରୁ ଏଲିଶ ଲୁଗୁନଙ୍କ…

କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ମାଡ଼ ମାରିଲେ ପରୀକ୍ଷାର୍ଥୀ

ପାଟନା : ପରୀକ୍ଷା ହଲ୍‌ରେ ହାଇ ଭୋଲଟେଜ ଡ୍ରାମା। କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ପରୀକ୍ଷାର୍ଥୀ। ତାଙ୍କ ଡ୍ରେସ ଚିରି ଦେଲେ। କେବଳ ସେତିକି ନୁହେଁ ଅଟକାଇବାକୁ ଆସିଥିବା ଗାର୍ଡକୁ ମଧ୍ୟ ଚାପୁଡା ମାରିଲେ। ମହିଳା ପୁଲିସକର୍ମୀଙ୍କ ଠାରୁ…

ଅଫିସ ନ ଆସିଲେ ଯିବ ଚାକିରି! କର୍ମଚାରୀଙ୍କୁ ଚେତାବନୀ ଦେଲା ଆମାଜନ

ଓ୍ବାଶିଂଟନ,୨୧।୧୦: ବିଶ୍ୱର ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ ଏହାର ୱାର୍କ ର୍ଫମ ଅଫିସ ପଲିସି ସମ୍ବନ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। କମ୍ପାନୀ ନିକଟ ଅତୀତରେ କହିଛି ଯେ ମ୍ୟାନେଜରମାନେ ସେହି କର୍ମଚାରୀଙ୍କୁ ବରଖାସ୍ତ କରିବା ଉଚିତ ଯେଉଁମାନେ ଅଫିସକୁ ଫେରିବା…

ୟେମେନରୁ ଇସ୍ରାଏଲ ଉପରେ ଆକ୍ରମଣ ପଣ୍ଡ: କ୍ଷେପଣାସ୍ତ୍ର, ଡ୍ରୋନ୍‌ ଖସାଇଲା ଆମେରିକା

ନୂଆଦିଲ୍ଲୀ: ୟେମେନରୁ ଇସ୍ରାଏଲ ଉପରକୁ ଛଡ଼ାଯାଇଥିବା ୩ଟି କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍‌କୁ ଆମେରିକା ନୌସେନାର ଯୁଦ୍ଧ ଜାହାଜ ଖସାଇ ଦେଇଛି। ଉତ୍ତର ଲୋହିତ ସାଗରରେ ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ୟେମେନର ହାଉଥି ବାହିନୀ ଦ୍ବାରା ଛଡ଼ାଯାଇଥିବା ୩ଟି କ୍ରୁଜ୍‌…