ବ୍ୟାଗ୍ରେ ବୋମା ରଖିଛି କହି ଯାତ୍ରୀ ଧମକାଇବାରୁ ମୁମ୍ବାଇରେ ଜରୁରୀ ଅବତରଣ କଲା ପୁଣେରୁ ଦିଲ୍ଲୀ ଯାଉଥିବା ବିମାନ
ମୁମ୍ବାଇ: ବ୍ୟାଗ୍ରେ ବୋମା ରଖିଛି କହି ଜଣେ ଯାତ୍ରୀ ଧମକାଇବାରୁ ପୁଣେରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ‘ଆକାଶ ଏୟାର୍’ର ଏକ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଆଜି ଜାରି କରିଥିବା…
