October 2023

ଜମ୍ମୁରେ ୨ ‘ବିଏସ୍‌ଏଫ୍‌’ ଯବାନ ଆହତ

ଜମ୍ମୁ: ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଥିବା ସୀମାନ୍ତ ପ୍ରହରୀମାନଙ୍କ ଉପରକୁ ପାକିସ୍ତାନ ରେଞ୍ଜର୍‌ମାନେ ଅକାରଣ ଗୁଳି ଚଳାଇବାରୁ ୨ଜଣ ‘ବିଏସ୍‌ଏଫ୍‌’ କର୍ମଚାରୀ ଆହତ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଜାରି କରିଥିବା ବିବୃତିରେ ‘ସୀମା ସୁରକ୍ଷା ବଳ’ (ବିଏସ୍‌ଏଫ୍‌)…

ଗାଜା ହସ୍ପିଟାଲରେ ହୋଇଥିବା ଭୟଙ୍କର ହମଲାରେ ପ୍ରଧାନମନ୍ତ୍ରୀ ମୋଦି ‘ସ୍ତବ୍ଧ’

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ମଙ୍ଗଳବାର ଗାଜାରେ ଥିବା ଅଲ ଅହଲି ହସ୍ପିଟାଲରେ ଭୟଙ୍କର ରକେଟ ମାଡ଼ ହୋଇଛି। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସବୁ କିଛି ଛାରଖାର ହୋଇଯାଇଯାଇଛି। ଯୁଦ୍ଧ ଭିତରେ…

ନେତାନ୍ୟାହୁଙ୍କୁ‌ ଭେଟିଲେ ବାଇଡେନ

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତେଲ ଅଭିଭରେ ପହଞ୍ଚିଛନ୍ତି। ତାଙ୍କୁ ଏୟାରପୋର୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିବା ସହ ଯୁଦ୍ଧ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ।…

ଆଜମ ଖାନ୍‌ଙ୍କ ସମେତ ପତ୍ନୀ ଓ ପୁଅକୁ ୭ ବର୍ଷ ଜେଲ ଦଣ୍ଡାଦେଶ

ଜେଲ୍‌ ଗଲେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ୍‌ଙ୍କ ପୂରା ପରିବାର। ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନ୍‌ଙ୍କ ପୂରା ପରିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଅବଦୁଲ୍ଲା ଆଜମ…

ଇନ୍ଧନ ଅଭାବରୁ ୪୮ ବିମାନ ବାତିଲ୍‌ କଲା ପାକିସ୍ତାନ ସରକାରୀ ଏୟାର୍‌ଲାଇନ୍‌

ଇସ୍‌ଲାମାବାଦ: ଇନ୍ଧନ ଅଭାବରୁ ସରକାରୀ ବିମାନ ଚଳାଚଳ ସଂସ୍ଥାନ ‘ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ସ୍‌’ (ପିଆଇଏ) ଉଭୟ ଦେଶ ଭିତରେ ଓ ବିଦେଶକୁ ଚଳାଚଳ କରୁଥିବା ୪୮ଟି ବିମାନ ବାତିଲ କରିଥିବା କଥା ସମ୍ବାଦପତ୍ର ‘ଦି ଡନ୍‌’ ରିପ‌ୋର୍ଟ କରିଛି। ‘ପିଆଇଏ’ର ଜଣେ…

ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ୧୨ ପ୍ରାର୍ଥୀଙ୍କ ତାଲିକା

ଆଇଜଲ: ପାଖେଇ ଆସୁଛି ନିର୍ବାଚନ ତାରିଖ। ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେପି ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହାର କିଛି ସମୟ ପରେ ଦଳ ଛଅଟି ଆସନ ପାଇଁ ଦ୍ୱିତୀୟ ତାଲିକା ମଧ୍ୟ ପ୍ରକାଶ କରିଛି।…

୧୫ ବର୍ଷ ପରେ ସାମ୍ବାଦିକ ସୌମ୍ୟାଙ୍କ ହତ୍ୟା ଘଟଣାରେ ଆସିଲା ରାୟ, ୫ ଦୋଷୀ ସାବ୍ୟସ୍ତ

ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ଘଟଣାରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ୫ ଜଣଙ୍କୁ ଆଜି ଦିଲ୍ଲୀର ସାକେତ କୋର୍ଟ ଦୋଷୀ…

ଇସ୍ରାଏଲ୍‌-ହମାସ ଯୁଦ୍ଧ: ବଙ୍କର୍‌ରେ ଲୁଚିଲେ, ତଳେ ଶୋଇଲେ ଜର୍ମାନ ଚାନ୍ସେଲର୍‌

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଘନ ଘନ ଆକ୍ରମଣ। ଏହି ଯୁଦ୍ଧ ଏବେ ୧୨ ଦିନରେ ପହଞ୍ଚି ସାରିଲାଣି। ଏହାରି ଭିତରେ ଇସ୍ରାଏଲ ଗସ୍ତରେ ଯାଇଛନ୍ତି ଜର୍ମାନ ଚାନ୍ସେଲର୍‌ ଓଲାଫ୍‌ ସୋଲ୍‌ଜସ୍‌। ତେବେ ତେଲ୍‌ ଅବିବ ସ୍ଥିତ ବେନ୍‌…

ଗାଜା ହସ୍ପିଟାଲରେ ରକେଟ୍ ମାଡ : ୫୦୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ : ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ଗାଜା ହସ୍ପିଟାଲ ଉପରେ ରକେଟ୍ ମାଡ ହୋଇଛି । ଫଳରେ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା…

କେନ୍ଦ୍ର କର୍ମଚାରୀଙ୍କୁ ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଉପହାର। ବଢ଼ିଲା ମହଙ୍ଗା ଭତ୍ତା। କେନ୍ଦ୍ର କର୍ମଚାରୀଙ୍କ ଡିଏ ତଥା ମହଙ୍ଗା ବତ୍ତା ୪ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏହା ଉପରେ ମୋହର ମାରିଛି। ଏହି…