October 2023

ଭୂମିକମ୍ପରେ ଥରିଲା ରାଜଧାନୀ, ତୀବ୍ରତା ୩.୧ ରେକର୍ଡ

ଭୟଙ୍କର ଭୂମିକମ୍ପରେ ଥରିଲା ଦେଶର ରାଜଧାନୀ ଦିଲ୍ଲୀ। ଆଜି ମଧ୍ୟାହ୍ନ ୪ଟା ୮ ମିନିଟ୍‌ରେ ଦିଲ୍ଲୀ ଏନ୍‌ସିଆର୍‌ରେ ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରେକର୍ଡ କରାଯାଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଦିଲ୍ଲୀ…

ପାର୍ବଣ ବେଳେ ରାଜଧାନୀରେ ଥିବା ବାର ଓ ପବ ଉପରେ ପୋଲିସର ଚଢ଼ାଉ

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଥିବା ବାର୍, ନାଇଟ୍ କ୍ଲବ୍, ପବ୍, ଡ୍ୟାନ୍ସ ବାର୍ ଉପରେ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଶନିବାର ରାତିରେ ଚନ୍ଦ୍ରଶେଖରପୁର, ପଟିଆ, ମଞ୍ଚେଶ୍ୱର, ଇନଫୋସିଟି ସମେତ ବିଭିନ୍ନ ଅଞ୍ଚଳରେ ଥିବା…

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢିବେ ‘ରାମାୟାଣ’ ଅଭିନେତା

ମଧ୍ୟ ପ୍ରଦେଶ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଦଳ ଅଭିନେତା ବିକ୍ରମ ମସ୍ତାଲଙ୍କୁ ଟିକେଟ୍ ଦେଇଛି।ତାଙ୍କୁ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ବିପକ୍ଷରେ ଛିଡା କରାଇଛି। ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ…

ବିଜେବି କଲେଜ ପରିସରରେ ବିସିଜେଡି ଗୁଣ୍ଡାଗର୍ଦ୍ଦି କରୁଥିବା କହି ଘେରିଲା ଏବିଭିପି

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିସିଜେଡି ଛାତ୍ରଙ୍କ ସହ ଗୋଷ୍ଠୀ ସଙ୍ଘର୍ଷରେ ଏବିଭିପିର ୬ ଜଣ ଛାତ୍ର ଆହତ ହେବାର ଗୋଟିଏ ଦିନ ପରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଆହତ ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଷୋଦଗାର କରିଛନ୍ତି।…

ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌, ନକଲି ED ସାଜି ଘରେ ପଶି ନେଇଗଲେ ୩ କୋଟି

ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌। ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍ପେଶାଲ-୨୬’ ଷ୍ଟାଇଲ୍‌ରେ ନକଲି ଇଡି ସାଜି ବୁଲାଇଲେ କଳା କନା। ଘରେ ପଶି ଲୁଟି ନେଲେ ୩ କୋଟି। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ହରିଦାସ ନଗରରେ।…

ଥାନାରୁ ଜବତ ମଦ ଓ ବାଣ ଚୋରାଚାଲାଣ ଘଟଣା: ହୋମଗାର୍ଡ ଗିରଫ

ଖୋର୍ଦ୍ଧା: ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି…

‘ମେମୋରୀ ଲସ୍‌’ ପାଇଁ ନୀତୀଶ କୁମାରଙ୍କୁ ଖାଦ୍ୟରେ ମିଶାଇ ଦିଆଯାଉଛି ଔଷଧ!

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କର ମେମୋରୀ ଲସ୍‌ ତଥା ସ୍ଣରଣ ଶକ୍ତି ହ୍ରାସ କରାଇବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ନୀତୀଶ କୁମାରଙ୍କୁ ଖାଦ୍ୟରେ ମିଶାଇ ଔଷଧ ଦିଆଯାଉଛି। ଏଭଳି କିଛି ବଡ଼ ଦାବି କରିଛନ୍ତି ପୂର୍ବତନ ସାଂସଦ ତଥା ନୀତୀଶ…

ପାର୍ବଣ ବେଳେ ନିଶା ଦିଆ ଲେଡି ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର: ପାର୍ବଣ ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ଶନିବାର ଏକ ନିଶା ଓ ଲୁଟ୍ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଗଞ୍ଜାମ…

ଟ୍ରକ୍‌କୁ ପଛରୁ ପିଟିଲା ମିନି ବସ୍‌: ୧୨ ମୃତ, ୨୩ ଆହତ

ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସୱେର…

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟର ସମନ୍କୁ ଏକ ସ୍ୱତନ୍ତ୍ର ମେସେଞ୍ଜର ଶନିବାର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ପ୍ରଦାନ କରିଛନ୍ତି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଭାବେ ପ୍ରତାପ…