November 2023

ସମାଜ ଗଠନରେ ଶିକ୍ଷା ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଆସିଛି : ରାଷ୍ଟ୍ରପତି

ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୨, ୨୦୨୩) ସମ୍ବଲପୁରସ୍ଥିତ ବ୍ରହ୍ମକୁମାରୀମାନଙ୍କର ଶିକ୍ଷା ଅଭିଯାନ ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ର ଶୁଭାରମ୍ଭ କରିଛନ୍ତି। ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଚେତନାକୁ ଉନ୍ନତ କରିବା…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ସହିଦ୍

ରଜୌରୀ: ଜମ୍ମୁ-କଶ୍ମୀରରେ ହେଲା ଆତଙ୍କବାଦୀ ଆକ୍ରମଣ। ସହିଦ ହେଲେ ୩ଯବାନ। ଆଜି ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା। ଏହି ସମୟରେ ଦୁଇ କ୍ୟାପଟେନ ରାଙ୍କର ଅଧିକାରୀଙ୍କ ସମେତ ତିନିଜଣ ଯବାନ ସହିଦ…

ସ୍କୁଲରେ ଉଠବସ୍‌ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

ଯାଜପୁର : ଛାତି ଫଟାଇ କାନ୍ଦି କାନ୍ଦି ସେଇ ଗୋଟିଏ କଥା ମୋ ପୁଅ ତ ଖାଇ ପିଇ ସକାଳୁ ସ୍କୁଲ ଗଲା । ମୋ ଭଲ ପୁଅଟା ବାହାରିକି ସ୍କୁଲ ଗଲା । ମରିଗଲା କେମିତି, ମୋ ପୁଅକୁ ମୋତେ…

ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ

ପ୍ରଥମେ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ହେଲା ଦେଖାସାକ୍ଷାତ। ପରେ ଠିକ୍‌ ହେଲା ବିବାହ ଆଉ ସରିଲା ନିର୍ବନ୍ଧ। ହେଲେ ବିବାହକୁ ଆଉ କିଛି ଦିନ ବାକି ଥିବା ବେଳେ ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ। ଏଭଳି କିଛି ଘଟଣା ଘଟିଛି…

ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇଦେଲେ ଯୁବକ

ଭୁବନେଶ୍ବର: ପାରିବାରିକ କଳହର କୁପରିଣତି । ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ବଡ଼ଗଡ଼ ଥାନା କେଶୁରା ଗାଁରେ । ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନ…

ଏୟାର ଇଣ୍ଡିଆ ଉପରେ ପୁଣି ଜୋରିମାନା ଲଗାଇଲା ଡିଜିସିଏ

ଦେଢ଼ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଟାଟା ଗ୍ରୁପ ଅଧୀନରେ ଥିବା ଏୟାର ଇଣ୍ଡିଆ ବିମାନ ସେବା କମ୍ପାନୀ ଉପରେ ଜୋରିମାନା ଲଗାଇଛି ଡିଜିସିଏ। ଯାତ୍ରୀମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ଏୟାର ଇଣ୍ଡିଆ ବିଫଳ ହୋଇଛି। ବିଶେଷ କରି…

କ୍ୟାମେରାରେ ଧରା ପଡ଼ିଲା ମହାବଳ ବାଘ, ଲୋକେ ଛାନିଆ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବୁଲୁଛି ବାଘ । କ୍ୟାମେରାରେ ଧରାପଡିଛି ବାଘର ଫଟୋ । ଫଟୋରୁ ଯାହା ଜଣାପଡୁଛି ଏହା ଏକ ମହାବାଳ ବାଘ । ଏହା ଜାଣିବା ପରେ ସାଧାରଣରେ ଆତଙ୍କ ଖେଳି ଯାଇଛି । ଗଜପତି ଜିଲ୍ଲା ରାୟଗଡ…

କାନାଡା ନାଗରିକଙ୍କ ପାଇଁ ସମସ୍ତ ଇ-ଭିସା ସେବା ଆରମ୍ଭ କଲା ଭାରତ

କାନାଡା ନାଗରିକଙ୍କ ପାଇଁ ପୁନଃ ଆରମ୍ଭ ହେଲା ଭାରତ ଇ-ଭିସା ସେବା। ପ୍ରାୟ ଦୁଇମାସର ବିରତି ପରେ ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ…

ମାଲକାନଗିରି ପୋଲିସକୁ ବଡ଼ ସଫଳତା, ମାଓଗଡ଼ ତୁଳସୀ ପାହାଡ଼ରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଓଗଡ଼ ତୁଳସୀ ପାହାଡ଼ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ମାଲକାନଗିରି DVF ଯବାନ । ସୂଚନା ଅନୁସାରେ, ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳରେ ପୋଲିସକୁ ଟାର୍ଗେଟ କରିବା…

ନିଜ ବାସଭବନ ସମ୍ମୁଖରେ TMC କର୍ମୀଙ୍କୁ ଗୁଳିକରି ହତ୍ୟା

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳିକରି ହତ୍ୟା। ନିଜ ବାସଭବନ ସମ୍ମୁଖରେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଥିବା ପୁଲିସ କହିଛି। ଉତ୍ତର ୨୪ ପରଗନା ଜିଲ୍ଲା ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ଗୁଳି କରାଯାଇଛି। ପୁଲିସର କହିବା ଅନୁସାରେ,…