ଅଦାଲତଙ୍କ ନୋଟିସ୍ ପରେ ଭୁଲ ସ୍ବୀକାର କଲା ଏସବିଆଇ

ନୂଆଦିଲ୍ଲୀ:ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ)ଋଣ ପୈଠ କରି ନଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରି  ଦେଇଛନ୍ତି। କାରଣ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ମାମଲା ଚାଲିଥିଲା ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ଏହି…

କଟକ ମେୟର ଏବଂ କମିଶନରଙ୍କ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର

କଟକ : ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର  । ଆଜି ସକାଳେ  ସିଏମସି କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଆସି ଆଲୋଚନା କରିବା ପରେ କର୍ପୋରେଟର ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । କିଛି ଦିନ ହେବ ମହାନଗର…

ଘରୋଇ କ୍ଷେତ୍ରରେ ହରିୟାଣା ଲୋକଙ୍କୁ ୭୫% ସଂରକ୍ଷଣ ଅସମ୍ବିଧାନିକ : ହାଇକୋର୍ଟ

ଚଣ୍ଡିଗଡ଼: ହରିୟାଣାର ଘରୋଇ କ୍ଷେତ୍ରରେ ରାଜ୍ୟବାସୀଙ୍କ ପାଇଁ ୭୫% ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ହରିୟାଣା ସରକାରଙ୍କ ଏହି ଆଇନକୁ ନେଇ ଶିଳ୍ପ ମାଲିକମାନେ ପ୍ରଶ୍ନ ଉଠାଇବା ପରେ ଜଷ୍ଟିସ୍ ଜିଏସ୍ ସାନ୍ଧଓ୍ଵାଲିଆ ଓ…

ବାଂଲାଦେଶ ଆଡକୁ ମୁହାଁଉଛି ବାତ୍ୟା ‘ମିଧିଲି’

ଭୁବନେଶ୍ୱର:ବାଂଲାଦେଶ ମୁହାଁଉଛି ବାତ୍ୟା ମିଧିଲି । ଉତ୍ତରପଶ୍ଚିମ ଏବଂ ନିକଟବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମିଧିଲି ଉତ୍ତର-ଉତ୍ତରପୂର୍ବକୁ ମୁହାଁଉଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଏହାର ବେଗ ଘଣ୍ଟାପ୍ରତି ବେଗ…

ପୁଣି ଅଶାନ୍ତ ହେଲା ନୁହ; ମଦ୍ରାସା ଛାତ ଉପରୁ ମହିଳାଙ୍କୁ ପଥର ମାଡ଼

ପୁଣି ଅଶାନ୍ତ ହୋଇ ଉଠିଛି ହରିୟାଣାର ନୁହ ଜିଲ୍ଲା । ଗତକାଲି ରାତିରେ କୁଆଁ ପୂଜା ପାଇଁ ଯାଉଥିବା ମହିଳାଙ୍କ ଉପରକୁ ପଥରମାଡ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଥରମାଡ ପରେ ମୁଣ୍ଡ…

କରମା ପୂଜାରେ ଗଣ୍ଡଗୋଳ ମାମଲା: ଥାନା ଆଗରେ ଧାରଣା ଦେଲେ ସାଂସଦ ଜୁଏଲ ଓରାମ

ସୁନ୍ଦରଗଡ଼: ଆଜି ଅପରାହ୍ନରେ ସୁନ୍ଦରଗଡ଼ ସଦର ଥାନା ଆଗରେ ଧାରଣାରେ ବସିଛନ୍ତି । ଧାରଣାରେ ଓରାମ ସମାଜର ଶତାଧିକ ମହିଳା ଓ ପୁରୁଷ। ଗତ ଅକ୍ଟୋବର ୨୪ରେ ସଦର ଥାନା କରମଡିହି ଇଲକାପଡ଼ାଠାରେ ଆୟୋଜିତ ଓରାମ ସମାଜର କରମା ପୂଜାସ୍ଥଳରେ ପଶି…

ଯେଉଁ ସ୍କୁଲରେ କେସିଆର ପଢିଥିଲେ ତାହାକୁ କଂଗ୍ରେସ ନିର୍ମାଣ କରିଥିଲା: ରାହୁଲ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ଏବେ କଂଗ୍ରେସ, ବିଆରଏସ ଓ କଂଗ୍ରେସ ମଧ୍ୟରେ ଜୋରଦାର ବୟାନବାଜି ଜାରି ରହିଛି | ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ଆକ୍ରମଣ…

ଜମୁଛି ଜୁଗାର ଯାତ୍ରା , ଲାଉମୁଣ୍ଡାରେ ହଜାର ହଜାର ଲୋକଙ୍କ ସମାଗମ

ବରଗଡ : ବରଗଡ ଜିଲ୍ଲା ଲାଉମୁଣ୍ଡାର ପ୍ରସିଦ୍ଧ ଯୁଗାର ଯାତ୍ରା । ଦୀର୍ଘ ୬୨ ବର୍ଷ ହେବ ଏହି ଯାତ୍ରା ପାଳିତ ହୋଇଆସୁଛି । ଏହି ବିରାଟ ଯାତ୍ରାକୁ ଦେଖିବାକୁ  ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫୦ରୁ ୬୦ ହଜାର…

ଧମତରିରେ CRPF ଓ DRG ର ଟିମ୍‌ ଉପରକୁ ନକ୍ସଲ ହାମଲା

ଛତିଶଗଡ଼ରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ହୋଇଛି ନକ୍ସଲି ହାମଲା। ଧମତରିରେ CRPF ଓ DRG ର ଟିମ୍‌ ଉପରକୁ ହୋଇଛି ନକ୍ସଲି ହାମଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଆଜି…

କ୍ରିପ୍ଟୋ-ପଞ୍ଜି ସ୍କାମର ପର୍ଦ୍ଦାଫାଶ : ‘ୟେଶ ୱାର୍ଲଡ’ ମୁଖ୍ୟଙ୍କ ସହ ଓଡ଼ିଶାରୁ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ ବା ଇଓଡବ୍ଲ୍ୟୁ ଆଉ ଏକ କ୍ରିପ୍ଟୋକରେନ୍ସି ଦୁର୍ନୀତିର ପର୍ଦ୍ଦାଫାଶ କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ୟେଶ ୱାର୍ଲଡ କ୍ରିପ୍ଟୋ ଟୋକେନର ସନ୍ଦୀପ ଚୌଧୁରୀଙ୍କୁ ଜୟପୁର(ରାଜସ୍ଥାନ )ରୁ ଗିରଫ କରାଯାଇଛି…