ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା: ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା

ନୂଆଦିଲ୍ଲୀ : ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା । ଶତ୍ରୁ ପକ୍ଷର ଅନେକ ସୁଡ଼ଙ୍ଗ ସହ ବହୁ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କଲାଣି । ଆଇଡିଏଫର ପ୍ରଚଣ୍ଡ ଆକ୍ରମଣ ପରେ ଗାଜା…

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଶୋଇଥିଲେ , ଜଳିଗଲେ ବୃଦ୍ଧ

ଉମରକୋଟ : ଘରେ ଶୋଇଥିବାବେଳେ ଜଳିଗଲେ ବୃଦ୍ଧ  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉମରକୋଟ ଝରିଗାଁ ବ୍ଲକ ବୁଟିସର୍ଗି ଗାଁରେ । ଗତକାଲି ରାତିରେ ଏଭଳି ଅଘଟଣ ଘଟିଛି  । ମୃତକ ବୁଟିସର୍ଗି ଗାଁର ଭିକାରୀ ମାଳି ବୋଲି…

ମଦ ପିଆଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ୫ ଅଭିଯୁକ୍ତ

ହୋଟେଲରେ ଗଣବଳାତ୍କାରର ଶିକାର ହେଲେ ହୋଟେଲ କର୍ମଚାରୀ । ଯେଉଁ ହୋଟେଲରେ ଯୁବତୀଜଣକ ଗତ ଦେଢ ବର୍ଷ ହେଲା କାମ କରୁଥିଲେ, ସେହି ହୋଟେଲରେ ହେଲେ ଗଣବଳାତ୍କାରର ଶିକାର। ପ୍ରବଳ ବିରୋଧ ସତ୍ତ୍ୱେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଟାଣି ଟାଣି ରୁମ୍‌କୁ ନେବା…

ନେପାଳରେ ନିଷିଦ୍ଧ ହେଲା ଚୀନର ଲୋକପ୍ରିୟ ଆପ ଟିକଟକ୍

କାଠମାଣ୍ଡୁ : ନେପାଳ ସରକାର ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ସୌହାର୍ଦ୍ଦ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ପକାଉଥିବା ଦର୍ଶାଇ ସୋମବାର ନେପାଳ କ୍ୟାବିନେଟ୍ ବୈଠକରେ ଟିକ୍ଟକ୍ କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି ।…

ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା। ଗୋଟେ ପଟେ ଚାଲିଥିଲା ବାଣ ଫୁଟା, ଅନ୍ୟପଟେ ଚାଲିଥିଲା ଲୁଟପାଟ୍। ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପଶି ଲୁଟିଲେ ନଗଦ ଟଙ୍କା ସହ ସୁନା ଗହଣା। ଏପରି ଘଟଣା ଘଟିଛି…

ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ, ବ୍ୟବହାର ହେବ ଚୋରା ଚାଲାଣ ହୋଇଥିବା ପୀଡ଼ିତା ଶବ୍ଦ

ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ । ନିଜ ହ୍ୟାଣ୍ଡବୁକରୁ ଯୌନ କର୍ମୀ ଟର୍ମକୁ ହଟାଇଛନ୍ତି । ଏହାକୁ ସଂଶୋଧନ କରି ନୂଆ ଶବ୍ଦ ଆଣିଛନ୍ତି ସର୍ବୋଚ୍ଚ ଅଦାଲତ । ଏଣିକି ଯୌନ କର୍ମୀ ବଦଳରେ ବ୍ୟବହାର ହେବ ଚୋରା ଚାଲାଣ…

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏସ୍‌ ଜୟଶଙ୍କର, ଉପହାର ଦେଲେ ଗଣେଶ ମୂର୍ତ୍ତି ଓ ବିରାଟ କୋହଲିଙ୍କ ସ୍ୱାକ୍ଷରିତ ବ୍ୟାଟ୍‌

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ସେ ବ୍ରିଟିଶ ପିଏମ୍‌ଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।…

କାର୍ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ, କାର୍ ଡ୍ରାଇଭର ଗିରଫ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ନିକଟରେ ସ୍ବାମୀ ସ୍ତ୍ରୀଙ୍କ ଉପରେ କାର୍ ଚଢିଯିବା ଘଟଣା  । ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଡ୍ରାଇଭର ଜଣକ ମଦ ପିଇ ଫୋନରେ କଥା ହୋଇ ଯାଉଥିବା…

ଦୀପାବଳିରେ ରେକର୍ଡ ଛୁଇଁଲା କଟକ ଓ ଭୁବନେଶ୍ୱରର ପ୍ରଦୂଷଣ

ଦୀପାବଳିରେ ବିଷାକ୍ତ ହେଲା ଟ୍ୱିନ ସିଟି। ସାଂଘାତିକ ହେଲା କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ସ୍ଥିତି। ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଥିଲା। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ଥିଲା ବେଳେ ପଟିଆ…