ମତଦାନ କେନ୍ଦ୍ରକୁ ହେଲିକପ୍ଟରରେ ଗଲେ ପୁଲିଂ ପାର୍ଟି

ରାୟପୁର: ଆସନ୍ତା ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ଆଜି ରାଜ୍ୟରେ ସରୁଛି ପ୍ରଚାର। ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ଯିବାକୁ ଥିବା…

ଧରାପଡିଲା ମଣିଷଖିଆ ବାଘ

ନୂଆପଡା : ବାଘ ଆତଙ୍କରେ ଅନ୍ତ  । ଧରାପଡିଲା ମଣିଷଖିଆ ବାଘ  । ନୂଆପଡା ରେଞ୍ଜ ଅଫିସକୁ ଆସିଲା କଲରାପତରିଆ ବାଘ । ଗତକାଲି ରାତିରେ ବନ ବିଭାଗ ଯନ୍ତା ବସା ବହୁ ଚେଷ୍ଠା କରିବା ପରେ ବାଘକୁ ଧରିବାରେ ସଫଳ…

ନେପାଳରେ ପୁଣି ଭୂମିକମ୍ପ, ଲୋକେ ଭୟଭୀତ

ପୁଣି ଦୋହଲିଆ ନେପାଲ। ଆଜି ଭୋରୁ ପୁଣି ଥରେ ଏଠି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ସୂଚନା ଦେଇଛି। ରିକ୍ଟର ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍‌…

ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ନାୟକ

ଭୁବନେଶ୍ବର: ଏକ ଓଡ଼ିଆ ଖବର ଚ୍ୟାନେଲ୍‌ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର ଦିନ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କୁ ଜେଲ ଯିବାକୁ ପଡ଼ିଛି। ଭୁବନେଶ୍ବର ଏସ୍‌ଜିଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ…

କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ବର : କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ଛାତ୍ର ଆହତ ହୋଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ଥିବା ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନ କଲେଜରେ। ଗତକାଲି କଲେଜର ଦୁଇ ଗୋଷ୍ଠୀର…

ସ୍କୁଲ ପରିସରରେ ସରକାରୀ କାର୍ଯ୍ୟକ୍ରମ, ବଦଳିଗଲା ପରୀକ୍ଷା ସମୟ

ସମ୍ବଲପୁର : ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଗଲା ସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ। ସ୍କୁଲ ପରିସରରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ କରାଗଲା ପରୀକ୍ଷା। ଏଥିଯୋଗୁ ପ୍ରଶ୍ନପତ୍ର ଲିକ୍‌ ହେବାର ସମ୍ଭାବନା ଦେଖା ଦେଇଛି। ଏପରି…

‘ପୃଥକ ଅଳିଆ ଦିଅନ୍ତୁ, ନ ହେଲେ ନିଆଯିବ ଆକ୍ସନ’

ଭୁବନେଶ୍ବର : ‘ପୃଥକ ପୃଥକ ଅଳିଆ ଦିଅନ୍ତୁ , ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।’ ଆଜି କିଛି ଏଭଳି ଭାବେ ରାଜଧାନୀବାସୀଙ୍କୁ ଚେତାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ । ସୈନକ ସ୍କୁଲ ପାଖ ଅଳିଆ…

ରକ୍ତମୁଖା କଲରାପତରିଆ ବାଘ; ନାବାଳକଙ୍କ ପରେ ମହିଳାଙ୍କୁ ମାରି ଖାଇଲା

ସୁନାବେଡା : ମାତ୍ର ୫ ଦିନ ବ୍ୟବଧାନରେ ପୁଣି ଥରେ ମାତିଲା କଲରାପତରିଆ ବାଘ। ଜଣେ ନାବାଳକଙ୍କୁ ଝାମ୍ପି ଖାଇବା ପରେ ଆଜି ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏକ କଲରାପତରିଆ…

କ୍ଲାସ୍‌ରେ ଚିତ୍କାର କରୁଛନ୍ତି ଛାତ୍ରୀ; ଦାନ୍ତ କଡ଼ମଡ଼ କରି ଘୁଷୁରି ଘୁଷୁରି ବୁଢ଼ା ବର ଗଛ ମୂଳକୁ ଯାଉଛନ୍ତି

ଭଦ୍ରକ : କ୍ଲାସ୍‌ରେ ଚିତ୍କାର କରୁଛନ୍ତି ଛାତ୍ରୀ। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ଛାତ୍ରୀ ଚିତ୍କାର କରୁଛନ୍ତି। ଦାନ୍ତ କଡ଼ମଡ଼ କରି ଘୁଷୁରି ଘୁଷୁରି ସ୍କୁଲ କ୍ୟାମ୍ପସରେ ଥିବା ବୁଢା ବର ଗଛ ମୂଳକୁ ଯାଉଛନ୍ତି। ଗତ ଅକ୍ଟୋବର…

ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ

ଭୁବନେଶ୍ବର: ଓଡ଼ିଆ ଟିଭି ଚ୍ୟାନେଲ୍‌ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ଦିନ ମାଡ଼ମାରିବା ମାମଲାରେ ଶନିବାର କମିସନରେଟ୍‌ ପୁଲିସ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ…