‘ତେହେରିକ୍-ଏ-ହୁର୍ରିୟତ’କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲେ କେନ୍ଦ୍ର ସରକାର

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ମୁସଲିମ ଲିଗ୍ ଜମ୍ମୁ-କଶ୍ମୀର ପରେ ବର୍ତ୍ତମାନ କେନ୍ଦ୍ର ସରକାର ତେହେରିକ-ଏ-ହୁର୍ରିୟତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ…

ମଣିପୁରରେ ପୁଣି ହିଂସା, ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼

ମଣିପୁରରେ ପୁଣି ହିଂସା। ମଣିପୁରର ସୀମାବର୍ତ୍ତୀ ସହର ମୋରେହରେ ସନ୍ଧିଗ୍ଧ ବନ୍ଧୁକଧାରୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ପୁଲିସ କମାଣ୍ଡୋ ଆହତ ହୋଇଥିବା ସୂଚନା ମିଳିଛି। ପିଟିଆଇ ରିପୋର୍ଟ ମୁତାବକ, ଶନିବାର ଅପରାହ୍ଣରେ ଅଜ୍ଞାତ ବନ୍ଧୁକଧାରୀମାନେ ମୋରେହରୁ…

୨୦୨୪ରେ ଆଉ ୩ଟି ‘ସ୍ପାଇ ସାଟେଲାଇଟ୍‌’ ଛାଡ଼ିବା ଓ ଆଣବିକ ଶକ୍ତି ବୃଦ୍ଧି ପାଇଁ ପ୍ରତିଜ୍ଞା କଲେ କିମ୍‌ ଜୋଙ୍ଗ୍‌ ଉନ୍‌

ପ୍ୟୋଙ୍ଗ୍ୟାଙ୍ଗ୍‌: ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ‘ୱାର୍କର୍‌ ପାର୍ଟି ଅଫ୍‌ କୋରିଆ’ର ବର୍ଷାନ୍ତ ସମ୍ମିଳନୀରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସ୍ପଷ୍ଟ କରି କହିବା ସହିତ ନବବର୍ଷରେ ଆଉ ୩ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଓ ଆଣବିକ…

ନୂଆବର୍ଷ ବେଳେ ବିସ୍ଫୋରଣ ଧମକ, ମାୟାନଗରୀରେ ହାଇଆଲର୍ଟ

ରାତି ପାହିଲେ ନୂଆବର୍ଷ। ଏଥିପାଇଁ ଚାରିଆଡେ ଉତ୍ସବ ମୁଖର। ନୂଆବର୍ଷକୁ ପାଳନ କରିବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ମଜାମସ୍ତିରେ ମସଗୁଲ ଅଛନ୍ତି। ଏହାରି ଭିତରେ ନୂଆବର୍ଷ ବେଳେ ମିଳିଛି ବିସ୍ଫୋରଣ ଧମକ। ମୁମ୍ବାଇର କିଛି ସ୍ଥାନରେ ନୂଆବର୍ଷରେ ବିସ୍ଫରଣ ବୋଲି…

ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍‌’ ଭାଷିଣୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବାରୋପ

ନୂଆଦିଲ୍ଲୀ: ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍‌’ ଭାଷିଣୀ ଉପରେ ଆଜି ‘ମନ୍‌ କୀ ବାତ୍‌’ର ୧୦୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ‘ଫିଟ୍‌ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ଦେଶବାସୀଙ୍କ ପ୍ରତିକ୍ରିୟାକୁ ପ୍ରଶଂସା କରି…

ସାବାଡ଼ ହେବେ ଡ୍ରୋନ୍‌ ଆକ୍ରମଣକାରୀ, ନଜର ରଖିବ ନାଭାଲ ଟାସ୍କ ଗ୍ରୁପ୍‌

ଆରବ ସାଗରରେ ଲଗାତର ଜାହାଜ ଉପରେ ହେଉଛି ଡ୍ରୋନ୍‌ ଆକ୍ରମଣ। ଆନ୍ତର୍ଜାତୀୟ ଶିପିଂ ଲେନ୍‌ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ଉପରେ ଲଗାତାର ଆକ୍ରମଣ ପରେ ଏବେ ଭାରତୀୟ ନୌସେନା ସଜାଗ ହୋଇପଡିଛି। ଉତ୍ତର ଏବଂ ମଧ୍ୟ ଆରବ ସାଗର ଏବଂ…

୨୪ ଘଣ୍ଟାରେ ଦେଶରେ ୮୪୧ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ ୮୪୧ଜଣ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍‌ସାଇଟ୍‌ ସୂଚନାରୁ ଜଣାପଡ଼ିଛି। ଗତ ୨୨୭ ଦିନ ବା ୭ ମାସରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ବୃଦ୍ଧି ‌ରିପୋର୍ଟ। ଶନିବାର ଦିନ…

ଆଇଆଇଟି ବିଏଚ୍‌ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ବନ୍ଧା ହେଲେ ୩ ଜଣ

ଧରାପଡିଲେ ଆଇଆଇଟି ବିଏଚ୍‌ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ଅଭିଯୁକ୍ତ। ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁଷ୍କର୍ମ ମାମଲାରେ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବକମାନେ ହେଲେ କୁନାଲ ପାଣ୍ଡେ, ଆନନ୍ଦ…

ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ବିଶେଷ ନବବର୍ଷ ବାର୍ତ୍ତା

ମସ୍କୋ: ବିଶ୍ବରେ କଠିନ ଆନ୍ତର୍ଜାତିକ ପରିସ୍ଥିତି ସୃଷ୍ଟି ହୋଇଥିବା ସତ୍ତ୍ବେ ଭାରତ ଓ ରୁଷ୍‌ ମଧ୍ୟରେ ଥିବା ସମ୍ପର୍କ ଆହୁରି ଉନ୍ନତ ହୋଇଥିବା କଥା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ…

ବାଲୁକା କଳାରେ ନବବର୍ଷ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ

ଭୁବନେଶ୍ବର: ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ୨୦ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ପ୍ରସ୍ତୁତ କରି ସାରା ବିଶ୍ୱକୁ ଇଂରାଜୀ ନୂତନବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ୧୫ ଟନ୍ ବାଲିରେ ସେ…