ପୁରୀରେ ଏନ୍କାଉଣ୍ଟର, ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ପୁରୀରେ ଆଜି ହୋଇଛି ଏନ୍କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ। ତା’ ଗୋଡ଼ରେ ଗୁଳି ବାଜିଛି। ତାକୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଝିଲି ସାହୁ ନାମକ ଜଣେ ମହିଳାଙ୍କୁ ଗୁଳି କରି…
