ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍ରେ ପିଟି ମାରିଦେଲା ବୋହୂ
କଟକ : ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍ରେ ପିଟି ମାରିଦେଲା ବୋହୂ। ଏପରି ହୃଦୟବିଦାରକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବାର ୫ ଦିନ ପରେ ପୁଲିସ୍ ଘଟଣାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତ…
କଟକ : ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍ରେ ପିଟି ମାରିଦେଲା ବୋହୂ। ଏପରି ହୃଦୟବିଦାରକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବାର ୫ ଦିନ ପରେ ପୁଲିସ୍ ଘଟଣାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତ…
ପାରାଦୀପ : ପାରାଦୀପ ବନ୍ଦରରୁ ମିଳିଥିବା ୨୦୦ କୋଟି ଟଙ୍କାର କୋକେନ୍ କାହାର? ପାରାଦୀପକୁ ଆସିଲା ନା ଏଠାରୁ ବିଦେଶ ଯାଉଥିଲା? ତାହାର ଖିଅ ପାଉନି କଷ୍ଟମ୍ସ ବିଭାଗ। ଅନ୍ୟପକ୍ଷରେ କୋକେନ୍ ଜବତ ହୋଇଥିବା ଜାହାଜ MV DEBIର କ୍ର୍ୟୁ ମେମ୍ୱରଙ୍କ…
ନୂଆଦିଲ୍ଲୀ: ୨୦୧୮ ମସିହାରୁ ବର୍ତ୍ତମାନ ସୁଦ୍ଧା ୪୦୩ ଜଣ ଭାରତୀୟ ଛାତ୍ର ବିଦେଶରେ ମୃତ୍ୟୁବରଣ କରିଛନ୍ତି। ବିଦେଶରେ ମୃତ୍ୟୁବରଣ କରିଥିବା ଉକ୍ତ ଛାତ୍ରଙ୍କ ମଧ୍ୟରୁ କାନାଡ଼ାରେ ସର୍ବାଧିକ ୯୧ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ସୂଚନା…
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବିଶ୍ବର ଏକ ପ୍ରମୁଖ ମଦ କମ୍ପାନିର ସହାୟକ ସଂସ୍ଥା ପର୍ନଡ୍ ରିକାର୍ଡ ଇଣ୍ଡିଆର ଆଞ୍ଚଳିକ ସାଧାରଣ ପରିଚାଳକ ବିନୟ ବାବୁଙ୍କୁ ଜାମିନ ପ୍ରଦାନ କରିବା ସମୟରେ କହିଛନ୍ତି,…
ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଏବଂ ସଂସଦକୁ କଙ୍ଗାରୁ କୋର୍ଟ ବୋଲି କହିଛନ୍ତି। ଲୋକସଭା ସଦାଚାର କମିଟିର ରିପୋର୍ଟ ଆଜି…
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧିଙ୍କର ଆଜି ଜନ୍ମଦିନ। ଆଜି ସେ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭକାମନାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭକାମନା…
ନୂଆଦିଲ୍ଲୀ: ମହାକାଶରେ ଘୂରୁଥିବା ‘ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ୍’ରେ ଦୀର୍ଘ ୮ ମାସ ହେବ ହଜିଯାଇଥିବା ଗୋଟାଏ ‘ଟମାଟୋ’ ବା ବିଲାତି ବାଇଗଣ ମିଳିଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଡିସେମ୍ବର ୭ ତାରିଖ ବୁଧବାର ଦିନ ଏହି ଘୂର୍ଣ୍ଣିୟମାନ…
ନୂଆଦିଲ୍ଲୀ: ଦେଶରେ ବଡ଼ ଧରଣର ସାଇବର ଆକ୍ରମଣର ଆଶଙ୍କା ଦେଖାଦେଇଛି। ଆମେରିକା, ଇସ୍ରାଏଲ, ଆମେରିକା ଓ ସ୍ୱିଡେନ୍ ଭଳି ଦେଶ ଉପରେ ସାଇବର ଆକ୍ରମଣ କରିଥିବା ପାକିସ୍ତାନୀ ଓ ଇଣ୍ଡୋନେସିଆ ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ଭାରତ ଉପରେ ବଡ଼ ଧରଣର ସାଇବର…
ହାଇଦ୍ରାବାଦ : ଶପଥ ନେବେନି ତେଲଙ୍ଗାନାର ନବ ନିର୍ବାଚିତ ବିଜେପି ବିଧାୟକ ଟି ରାଜା ସିଂହ। ସେ ଶପଥ ଗ୍ରହଣ କରିବାକୁ ରୋକ୍ ଠୋକ୍ ମନା କରି ଦେଇଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଯଦି AIMIMର ଅକବରଉଦ୍ଦିନ କାମଚଳା ବାଚସ୍ପତି ରୁହନ୍ତି ତେବେ…
ନୂଆଦିଲ୍ଲୀ : ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକଜାମିନେସନ୍ (CISCE) ଦୁଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। କେତେ ତାରିଖରୁ ଇଣ୍ଡିଆନ…