‘ମୋ ବସ୍’ ସେବା ସମ୍ପ୍ରସାରିତ ହେବାକୁ ବିରୋଧ କଲା ଘରୋଇ ବସ ସଂଘ
ଭୁବନେଶ୍ୱର: ରାଜ୍ୟ ସରକାର ‘ମୋ ବସ୍’ ସେବାକୁ ନୂଆ ରୁଟ୍ ଜରିଆରେ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି। ଏବେ ଏହାକୁ ରାଜ୍ୟ ବସ ସଂଘ ତୀବ୍ର ବିରୋଧ କରିଛି। ଏହି ସମ୍ପ୍ରସାରଣ ଫଳରେ ସେମାନଙ୍କ ଜୀବିକା ଓ ବ୍ୟବସାୟର ବଞ୍ଚିବା ଉପରେ…
