ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ ତା’ ବାପାଙ୍କୁ ଆକ୍ରମଣ, ଶୁଣୁନି ପୁଲିସ୍
ଫୁଲବାଣୀ : ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା ଏବଂ ତା ବାପା ଭୂୟାଁ କହଁର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। । ଜଣେ ଯୁବକ ଜଗାଙ୍କ ବାପାଙ୍କୁ ଠେଲାପେଲା କରିବା ସମୟରେ ଜଗା ତଳେ ପଡ଼ିଯାଇ ମୁଣ୍ଡ ମାଡ଼…
ଫୁଲବାଣୀ : ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା ଏବଂ ତା ବାପା ଭୂୟାଁ କହଁର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। । ଜଣେ ଯୁବକ ଜଗାଙ୍କ ବାପାଙ୍କୁ ଠେଲାପେଲା କରିବା ସମୟରେ ଜଗା ତଳେ ପଡ଼ିଯାଇ ମୁଣ୍ଡ ମାଡ଼…
ଭୁବନେଶ୍ବର : ଆଉ ୨ ମାସ ପରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା। ମାତ୍ର ଏହା ପୂର୍ବରୁ ସରକାରଙ୍କୁ ଘାରିଲାଣି ମାଟ୍ରିକ ଡ୍ରପ୍ ଆଉଟ୍ଙ୍କ ଚିନ୍ତା। ଆଗୁଆ ସଜାଗ ହେଲାଣି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଚଳିତ ବର୍ଷ ଦଶମ ଶ୍ରେଣୀ ଷାଣ୍ମାସିକ…
ପଟ୍ଟାମୁଣ୍ଡାଇ : ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ। ସେହି ନିଆଁରେ ପୋଡ଼ିହୋଇ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ। ଆଉ ଦୁଇ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ…
ଜୟପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଦସ୍ତଖତରେ ଲଟକି ରହିଛି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ। ତେବେ କେଉଁ କାରଣ ପାଇଁ ଜୟପୁରରେ ଏହି ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଚାହୁଁ ନାହାନ୍ତି ଏହି ପ୍ରଶ୍ନ ଜୟପୁର ସହରବାସୀଙ୍କ ମନରେ…
ପୁରୀ : ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ହେବ ୪୦ ଫୁଟିଆ ଯଜ୍ଞସ୍ଥଳ। ଏହାଛଡ଼ା ବଡ଼ ଆଖଡା ମଠର ଉତ୍ତର ପଛପଟେ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କ ବସିବା ପାଇଁ ସେଡ୍ ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ…
କଟକ: ଆଜି ସକାଳେ କଟକ ରେଳ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀ ଟ୍ରେନରେ ହଠାତ୍ ପ୍ରବଳ ଧୂଆଁ ବାହାରିଥିଲା। କଟକ ଷ୍ଟେସନରେ ଛିଡ଼ା ହୋଇଥିବାବେଳେ ଟ୍ରେନ୍ ବଗ ତଳୁ…
ଯାଜପୁର/ପୁରୀ : ଆଜି ସକାଳେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ୧୬ ନଂ ଜାତୀୟ ରାଜପଥର କୁଆଖିଆଠାରେ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଲଷ୍ମୀନାରାୟଣପୁର…
ଭୁବନେଶ୍ବର: ଦୟା ନଦୀର ଜଳ ବିଶୁଦ୍ଧ ହେବ। ଏଥି ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ପଦକ୍ଷେପ ନେଇଛନ୍ତି। ଦୟା ଓ ଗଙ୍ଗୁଆ ନାଳର ସଂଯୋଗ ସ୍ଥଳରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୟା ନଦୀ…
ଭୁବନେଶ୍ୱର : ନକଲି ସିମ୍ କାର୍ଡ ଓ ଜାଲ୍ ବ୍ୟାଙ୍କ ଆାକାଉଣ୍ଟ ମାଧ୍ୟମରେ ଠକେଇ ମାମଲାରେ ଅନ୍ତଃରାଜ୍ୟ ସାଇବର କ୍ରାଇମ ଗ୍ୟାଙ୍ଗର ଆଉଜଣେ ସଦସ୍ୟକୁ ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ୍) ଗିରଫ କରିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଗୁଧିଆର ସମିମ ଇସଲାମକୁ…
ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିହ୍ନଟ ହୋଇଥିବା ନିମୋନିଆ ରୋଗୀଙ୍କ ନିକଟରେ ନାହିଁ ଚୀନ ସଂକ୍ରମଣର ଲକ୍ଷଣ। ଚୀନର ପିଲାମାନଙ୍କର ଯେଉଁ ସଂକ୍ରମଣ ବୃଦ୍ଧି ପାଉଛି ସେହି ଲକ୍ଷଣ ଭାରତରେ ଚିହ୍ନଟ ହୋଇଥିବା ପିଲାଙ୍କ ନିକଟରେ ନାହିଁ ବୋଲି ଦିଲ୍ଲୀ ଏମ୍ସ…