ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଝିଅ
ମୁମ୍ବାଇ : ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜାରି ରହିଛି। ପ୍ରଚାରରେ ଅନେକ ରୋଚକ ମାମଲା ଦେଖିବାକୁ ମିଳୁଛି। ରାଜନୈତିକ ବାକ୍ଯୁଦ୍ଧ ଏବଂ ଅଭିଯୋଗ ତଥା ପ୍ରତିବାଦ ମଧ୍ୟରେ କେତେକ ଆସନରେ ସ୍ଥାନରେ ଦାଦା…
