୧୦ ହୋଟେଲକୁ ବୋମା ଧମକ
ଭାରତୀୟ ବିମାନ ପରେ ଗୁଜରାଟର ହୋଟେଲ, ଆଉ ଏବେ ପୁଣି ଲକ୍ଷ୍ନୌର କିଛି ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି। ଲକ୍ଷ୍ନୌର ପ୍ରତିଷ୍ଠିତ ୧୦ଟି ହୋଟେଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଇମେଲ୍ ଜରିଆରେ ହୋଟେଲଗୁଡ଼ିକୁ ବୋମା…
ଭାରତୀୟ ବିମାନ ପରେ ଗୁଜରାଟର ହୋଟେଲ, ଆଉ ଏବେ ପୁଣି ଲକ୍ଷ୍ନୌର କିଛି ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି। ଲକ୍ଷ୍ନୌର ପ୍ରତିଷ୍ଠିତ ୧୦ଟି ହୋଟେଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଇମେଲ୍ ଜରିଆରେ ହୋଟେଲଗୁଡ଼ିକୁ ବୋମା…
ଆସିକା: ଆସିକା -ବ୍ରହ୍ମପୁର ମୁଖ୍ୟ ରାସ୍ତାରେ କରଞ୍ଜେଇ ଛକ ନିକଟରେ ୨୦୧୭ ନଭେମ୍ବର ୬ ତାରିଖ ରାତ୍ରି ପ୍ରାୟ ଆଠ ଘଣ୍ଟା ସମୟରେ ଚଳନ୍ତି ଆକବରୀ ବସରେ ଆସିକା ପକେଲାପଲ୍ଲୀ ଗ୍ରାମର ବିଜେଡି ନେତା ପ୍ରତାପ ପଲାଇଙ୍କୁ ଅତି ନିକଟରୁ ଗୁଳି…
ଭୁବନେଶ୍ଵର: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବାତ୍ୟା ‘ଦାନା’ ପ୍ରଭାବରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ । ସେହିପରି ୩୧ ସହରାଞ୍ଚଳର ୪୨୬ଟି ୱାର୍ଡ ବାତ୍ୟା ଯୋଗୁଁ…
ପେଟ୍ରୋଲ ପମ୍ପରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ବାନ୍ଧିଛି ପୁଲିସ। ସ୍କୁଟରରେ ତେଳ ଭର୍ତ୍ତି କରିବା ସମୟରେ ଜଣେ ବ୍ୟକ୍ତି ହଠାତ୍ ପାଇପରେ ନିଆଁ ଲଗାଇ ଦେଇଥିଲେ। ମଦ ପିଇ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି…
ଭୁବନେଶ୍ୱର : ଥାନା ରିସେପସନ୍ ରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା । ଥାନାରେ ଆସି ଉତ୍ପାତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ ହେବ…
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଲଲନ ସିଂ ପୁଣି ଥରେ ଲାଲୁ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ରବିବାର ପାଟନାରେ କେନ୍ଦ୍ର ମନ୍ତ୍ରୀ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଏହି ଦେଶରେ ଲାଲୁ ଯାଦବଙ୍କଠାରୁ ବଡ଼…
ବାଲେଶ୍ବର: ୬ ମାସ ଭିତରେ ୨୦ ଲକ୍ଷ ଲୋକଙ୍କୁ ଘର ଦିଆଯିବ । ବାଲେଶ୍ବର ସୋରରେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତେବେ ବାତ୍ୟାରେ ଯେଉଁମାନଙ୍କ…
ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP)। ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଚାରି ଜଣଙ୍କୁ ମିଳିଛି ଟିକେଟ୍। ଏହି ତାଲିକା ସହ ଏନସିପି ୪୯…
ସୋର: ଟଳିଯାଇଛି ବାତ୍ୟା । ହେଲେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଏବେ ଦୁଃଖ ବଢାଉଛି । ତୁହାକୁ ତୁହା ବର୍ଷା ଏବେ ପ୍ରମୁଖ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବା ବେଳେ ବିପଦ ସଙ୍କେତ ଟିପିଛି ବାଲେଶ୍ବର ଜିଲ୍ଲାର କାଂଶବାଂଶ…
ବାଜି ସାରିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବିଗୁଲ। ଆଉ ମାତ୍ର ଦିନ କେଇଟା ପରେ ପଡ଼ିବ ଭୋଟ। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କର ସେତେ ହାର୍ଟବିଟ୍ ବଢ଼ି ଚାଲିଛି। ମହାରାଷ୍ଟ୍ର ଦଖଲ କରିବାକୁ ଲାଗିପଡିଛନ୍ତି ସମସ୍ତେ। ତେବେ…