ମହାରାଷ୍ଟ୍ର ବିଧାନସଭା ନିର୍ବାଚନ; ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ
ମୁମ୍ବାଇ : ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ୨୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ । ଏହା ପୂର୍ବରୁ ମହାରାଷ୍ଟ୍ରରେ ସରଗରମ ହେଲାଣି ରାଜନୀତି । ବିଭିନ୍ନ ରାଜନୈତିକ ଦଳମାନେ ବିଧାୟକ ପ୍ରାର୍ଥୀ ଘୋଷଣା କଲେଣି । ଏହାରି…
