NIA ମୋଷ୍ଟ୍-ୱାଣ୍ଟେଡ୍ ତାଲିକାରେ ଲରେନ୍ସ ବିଷ୍ଣୋଇ ଭାଇ, ଧରାଇ ଦେଲେ ଦେବ ୧୦ ଲକ୍ଷ
ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ମୋଷ୍ଟ୍-ୱାଣ୍ଟେଣ୍ଟ ତାଲିକାରେ ଯୋଡ଼ି ହୋଇଛି ନୂଆ ନାଁ। ଜେଲରେ ଥିବା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଖୋଜୁଛି NIA। ଅନମୋଲକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ନେଇ ଘୋଷଣା କରିଛି…
