2024

ବିଷ ପାଲଟିଲାଣି ରାଜଧାନୀ ବାୟୁ, ବର୍ଷିଲେ ସୁପ୍ରିମକୋର୍ଟ

ବିଷ ପାଲଟିଲାଣି ରାଜଧାନୀ ବାୟୁ। ଦିନକୁ ଦିନ ଏହା ଅତ୍ୟନ୍ତ ଖରାପ ଶ୍ରେଣୀକୁ ଚାଲିଯାଉଛି। ଦିଲ୍ଲୀରେ ବଢ଼ି ଚାଲିଛି ବାୟୁ ପ୍ରଦୂଷଣ ମାତ୍ରା। ଖୋଲା ଆକାଶ ତଳେ ଲୋକଙ୍କ ନିଶ୍ୱାସ ନେବା ବି କଷ୍ଟକର ହୋଇପଡୁଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ…

ବାତ୍ୟା ଭୟରେ ଗର୍ଭବତୀଙ୍କୁ କରାଯାଉଛି ମେଡିକାଲକୁ ସ୍ଥାନାନ୍ତର

ରାଜନଗର: ପ୍ରସୂତି କକ୍ଷରେ ଜମିଛି ଗର୍ଭବତୀ ମହିଳାଙ୍କ ଭିଡ । ଡାକ୍ତର ବି କୌଣସି ହେଳା କରୁନାହାନ୍ତି । କିଛି କିଛି ସମୟ ବ୍ୟବଧାନରେ ଗର୍ଭବତୀଙ୍କର ଚାଲିଛି ସ୍ୱାସ୍ଥ୍ୟ ଯାଞ୍ଚ । ହେଲେ ଏକାବେଳକେ ଏତେ ଗର୍ଭବତୀ ମହିଳା ଏମିତି ହଠାତ୍…

‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି। ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ସହ ରାଜ୍ୟ କ୍ୟାବିନେଟ୍‌ରେ ୬ଟି ଗୁରୁତ୍ବପୂର୍ଣ୍ଣ…

ରାଜ୍ୟର ରହିଛି ମଦ ଉପରେ ଆଇନ ପ୍ରଣୟନ ଅଧିକାର, ୩୪ ବର୍ଷର ପୁରୁଣା ରାୟ ଖାରଜ କଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ମଦ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟର ରହିଛି ଓ ଏହାକୁ ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି କହି ସୁପ୍ରିମକୋର୍ଟ ୩୪ ବର୍ଷର ପୁରୁଣା ରାୟକୁ ଖାରଜ କରିଛନ୍ତି।…

ବାତ୍ୟା ପାଇଁ ବିଜେପି ପକ୍ଷରୁ ହେଲପ ଲାଇନ ଜାରି

ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ବିଜେପିଙ୍କ ପକ୍ଷରୁ ଏକ ହେଲପ ଲାଇନ ଜାରି କରାଯାଇଛି। ଏହି ହେଲପ ଲାଇନ ନମ୍ବରଟି ହେଲା ୦୬୭୪-୨୩୯୩୯୮୪ । ବାତ୍ୟା ସରିବା ପରେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଏହାର ଆବଶ୍ୟକ ଥିବ ଏହି ଏହି ନମ୍ବର…

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହେଲା ୧୪୪ ଧାରା

ଜଗତସିଂହପୁର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରକୋପ ଜଗତସିଂହପୁର ଜିଲ୍ଲାରେ ଅନୁଭୂତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପୂର୍ବରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ପାରାଦୀପ ଠାରୁ ଏରସମା ସିଆଳି…

ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌କୁ ମିଳିଲା ଜାମିନ

ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌କୁ ମିଳିଲା ବଡ଼ ଆଶ୍ୱସ୍ତି। ୨୦୦୧ ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟାକାଣ୍ଡ ମାମଲାରେ ମିଳିଲା ଜାମିନ। ବମ୍ବେ ହାଇକୋର୍ଟ ତାକୁ ଜମାନି ପ୍ରଦାନ କରିଛନ୍ତି। ଏକ ଲକ୍ଷ ଟଙ୍କା ମୁଚଳିକାରେ ତାକୁ ଏହି ଜାମିନ ପ୍ରଦାନ କରାଯାଇଛି।…

ଛତ୍ରବଜାରରେ କଳାବଜାରୀକୁ ନେଇ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍

କଟକ : ବାତ୍ୟା ପାଇଁ ଦରଦାମ ଉପରମୁହାଁ । ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ । କଟକ ଛତ୍ର ବଜାରରେ ରେଡ୍ କରିଛି ଯୋଗାଣ ବିଭାଗ । ଯୋଗାଣ ବିଭାଗର ୩ଟି ଟିମ ଆଳୁ,ପିଆଜ ଦର ଯାଞ୍ଚ କରିଛି । ଯେଉଁ…

ବାତ୍ୟା ଯୋଗୁ OCS ପ୍ରିଲିମ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖରେ ହେବାକୁ ଓଡ଼ିଶା ସିଭିଲ ସର୍ଭିସେସ (OCS) ପ୍ରିଲିମ ପରୀକ୍ଷା-୨୦୨୩କୁ ସ୍ଥଗିତ ରଖିଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି। ଏନେଇ ଆଜି ନୋଟିସ ଦେଇଛି ଓପିଏସ୍‌ସି। OCS ପ୍ରିଲିମ…

ୱାୟନାଡରୁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି, ୧୩ରେ ନିର୍ବାଚନ

ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଥିନିମନ୍ତେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ…