ସେବି ମୁଖ୍ୟ ମାଧବୀଙ୍କୁ ଆଶ୍ୱସ୍ତି, ମିଳିଲାନି ପ୍ରମାଣ
ନୂଆଦିଲ୍ଲୀ :ସେବି ଅଧ୍ୟକ୍ଷ ମାଧବୀ ବୁଚଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ତାଙ୍କ ବିରୋଧରେ ମିଳିଲାନି କୌଣସି ବି ପ୍ରମାଣ। ଗତ ସଂସଦ ଅଧିବେଶନରେ ତାଙ୍କ ନାଁ ବେଶ୍ ଚର୍ଚ୍ଚାକୁ ଆସିଥିଲା। ତାଙ୍କ ବିରୋଧରେ ଆସିଥିଲା ସଙ୍ଗୀନ ଅଭିଯୋଗ। ସେ ନିଜ ପଦର…
ନୂଆଦିଲ୍ଲୀ :ସେବି ଅଧ୍ୟକ୍ଷ ମାଧବୀ ବୁଚଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ତାଙ୍କ ବିରୋଧରେ ମିଳିଲାନି କୌଣସି ବି ପ୍ରମାଣ। ଗତ ସଂସଦ ଅଧିବେଶନରେ ତାଙ୍କ ନାଁ ବେଶ୍ ଚର୍ଚ୍ଚାକୁ ଆସିଥିଲା। ତାଙ୍କ ବିରୋଧରେ ଆସିଥିଲା ସଙ୍ଗୀନ ଅଭିଯୋଗ। ସେ ନିଜ ପଦର…
ନୂଆଦିଲ୍ଲୀ : ଓ୍ୱକଫ ବିଲ୍କୁ ନେଇ ଜେପିସି ବୈଠକରେ ହଙ୍ଗାମା। ମୁହାଁମୁହିଁ ହେଲେ ବିଜେପି ଓ ଟିଏମ୍ସି। ରାଗିଗଲେ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ। ରାଗିଯାଇ ଭାଙ୍ଗି ଦେଲେ କାଚ ବୋତଲ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ…
ଚଣ୍ତୀଗଡ : ନଡ଼ା ଜାଳିଲେ କୃଷକ। ନିଲମ୍ବିତ ହୋଇଗଲେ ଅଫିସର୍। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୪ ଅଧିକାରୀଙ୍କୁ କରାଗଲା ସସ୍ପେଣ୍ଡ। ଏଭଳି କିଛି ଆକ୍ସନ ନେଇଛନ୍ତି ହରିୟାଣା ସରକାର। ଦିନକୁ ଦିନ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ…
ନୂଆଦିଲ୍ଲୀ : ବାତ୍ୟା ‘ଦାନା’ ପାଇଁ ବାତିଲ୍ ହେଲା ଟ୍ରେନ୍। ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଛି। ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍ ବାତିଲ କରାଯାଇଛି। ସେଥିରେ ଅପ୍ ଟ୍ରେନ୍ ୮୫ ଥିବା ବେଳେ…
ଭୁବନେଶ୍ବର: ପୁରୀ ଓ ସାଗର ଦୀପ ଭିତରେ ସ୍ଥଳ ଭାଗରେ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ସମ୍ପୂର୍ଣ୍ଣ…
ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଆଉ ଏକ ଚେତାବନୀ ଦେଇଛି। ନଭେମ୍ବର ୧-୧୯ ଯାଏ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଛି…
ଭୁବନେଶ୍ୱର: ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ରବିବାର କିଟ୍ ଓ କିସ୍ ଦର୍ଶନ କରିଛନ୍ତି। ସାଂସଦ ଡ. ଫଗନ ସିଂହ କୁଲସ୍ତେଙ୍କ ଅଧ୍ୟକ୍ଷତାରେ ଏହି କମିଟି କିଟ୍ ଓ କିସ୍ ପରିଦର୍ଶନରେ ଆସି କିଟ୍ର…
ସ୍କୁଲ ଯିବା ରାସ୍ତାରେ ଅପହୃତ ହେଲେ ଦଶମ ଶ୍ରେଣୀ ଛାତ୍ର। ଦୁର୍ବୃତ୍ତ ହାତ ବାନ୍ଧି ନିସ୍ତୁକ ପିଟିଥିବା ବେଳେ ସେମାନଙ୍କ କବଳରୁ ଖସି ଆସିବାକୁ ସଫଳ ହେଲେ ଛାତ୍ର। ଏହାପରେ ପୁଲିସ୍ ଓ ପରିବାର ଆଗରେ ସେ ବଖାଣିଛନ୍ତି ଛାତିଥରା ଘଟଣା।…
ପୁଲିସକୁ ମିଳିଲା ବଡ଼ ସଫଳତ। ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ପୁଲିସ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଗଡ଼ଚିରୋଲିର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ C60 କମାଣ୍ଡୋ ଓ ନକ୍ସଲ…
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବାତ୍ଯା ‘ଦାନା’ କାରଣରୁ ଏନଆରଟିଏସ୍ ଏବଂ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନ୍ୟାସନାଲ ରୁରାଲ୍ ଟାଲେଣ୍ଟ ସ୍କଲାରସିପ୍…