2024

ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ

ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଏହି ଅପମାନଜନକ ଏବଂ ଦାୟିତ୍ବହୀନ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବଜ୍ୟୋତି । ଏହା ସହ କହିଛନ୍ତି,ଏପରି ବିପଦଜନକ ମାନସିକତାକୁ…

କେମିତି କାମ କରୁଛନ୍ତି ଅଧିକାରୀ, ମାର୍କ ଦେବେ ଜନତା

ଭୁବନେଶ୍ବର: କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । ରାଜସ୍ବ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତାର ପ୍ରମାଣପତ୍ର ଦେବେ ସାଧାରଣ ଜନତା । ଏମିତି କିଛି ବଡ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଝାରସୁଗୁଡାରେ…

ବାହରାଇଚରେ ଥମୁନି ଉତ୍ତେଜନା, ଗାଡ଼ି ଶୋ’ରୁମରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଲୋକେ

ଏବେ ବି ଉତ୍ତରପ୍ରଦେଶର ବାହରାଇଚରେ ଲାଗି ରହିଛି ଉତ୍ତେଜନା। ଦୁର୍ଗାପୂଜା ମୂର୍ତ୍ତି ବିଶର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟି ଜଣେ 22 ବର୍ଷୀୟ ଯୁବକ ରାମ ଗୋପାଲ ମିଶ୍ରାଙ୍କ ମୃତ୍ୟୁକୁ ନେଇ ଭିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ସ୍ଥାନୀୟ…

ହବିଷ୍ୟାଳିଙ୍କ ରହଣିକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ରେଜିଷ୍ଟ୍ରେସନ୍ କରି ନଥିଲେ ମଧ୍ୟ ମହିଳାଙ୍କୁ ରଖାଯାଇଛି

ପୁରୀ: ଚାଲିଛି ମହାକାର୍ତ୍ତିକ ମାସ । ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା ଲାଗି ହବିଷ୍ୟାଳିଙ୍କ ସୁଅ ଛୁଟିଛି । ଏହାରି ଭିତରେ ହବିଷ୍ୟାଳିଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି ଯେ…

ଶିମିଳିପାଳକୁ ଆସିବେ ଆଉ ଦୁଇଟି ମହାବଳ ବାଘ

ବାରିପଦା: ଶିମିଳିପାଳକୁ ଆସିବେ ନୂଆ ଅତିଥି । ଆସନ୍ତା ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବା ନେଇ ସୂଚନା ମିଳିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇଥିବା ନେଇ…

ଇରାନ୍‌ ଉପରେ ବଡ଼ ଆକ୍ରମଣ ଯୋଜନାରେ ଇସ୍ରାଏଲ୍‌, ଗୁପ୍ତ ଡକ୍ୟୁମେଣ୍ଟ ଲିକ୍‌

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଏହା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହାରି ଭିତରେ ଇରାନ୍‌ ଉପରେ ବଡ ଆକ୍ରମଣ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଲିକ୍‌ ହୋଇଥିବା ଆମେରିକାର ଗୁଇନ୍ଦା ଡକ୍ୟୁମେଣ୍ଟରୁ ଏଭଳି କିଛି ସଙ୍କେତ ମିଳିଛି। ଇରାନ ବିରୁଦ୍ଧରେ…

ଠକି ଦେଲେ ପ୍ରେମିକ, ପ୍ରତାରଣା ସହି ନପାରି ଜୀବନ ହାରିଲେ ଯୁବତୀ

ଭୁବନେଶ୍ୱର : ପ୍ରେମରେ ପ୍ରତାରଣା । ପ୍ରେମିକ ଦ୍ୱାରା ଠକି ଯାଇ ଜୀବନ ହାରିଲେ ଯୁବତୀ । ନୟାପଲ୍ଲୀ ଦେବରାୟ କଲେଜ ନିକଟସ୍ଥ ଏକ ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣଙ୍କ ଜଗତସିଂହପୁର ଜିଲ୍ଲା କୋରତାଲ…

ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଗୁରୁ ଦାୟିତ୍ବ

ଭୁବନେଶ୍ଵର: ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଦାୟିତ୍ବ। ନିର୍ବାଚନ ଅଧିକାରୀ ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ ସହ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦିଆଯାଇଛି ଦାୟିତ୍ବ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିର୍ବାଚନ…

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର, ଉପଶମ ଦେବ ଔଷଧୀୟ ଚା’

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ରୋଗରୁ ଉପଶମ ଦେବ ଏକ ସ୍ୱତନ୍ତ୍ର ଚା’। ଯାହାକୁ ପିଇଲେ ଆପଣ ଚା’ର ମଜା ଉଠାଇବା ସହ ଏହାର ଔଷଧୀୟ ଗୁଣ ଆପଣଙ୍କ ଶରୀର ପାଇଁ ସାଜିବ ରାମବାଣ। କେବଳ ମଧୁମେହ ରୋଗ…

ବେଦାନ୍ତ ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ : ସୃଷ୍ଟି ହେବ ୨ ଲକ୍ଷ ନୂଆ ନିଯୁକ୍ତି

ମୁମ୍ବାଇ, : ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବା ସହିତ ରାଜ୍ୟରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର…