2024

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମେକ ଇନ ଓଡ଼ିଶା ପାଇଁ ‘ନିବେଶକ ସମ୍ମିଳନୀ’ରେ ଦେଲେ ଯୋଗ

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡିଆ କେମିକାଲ ଇଣ୍ଟରନେସନାଲ୍ କନଫରେନ୍ସରେ ଯୋଗ ଦେଇଛନ୍ତି । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଧ୍ୟ କନଫରେନ୍ସରେ ଉପସ୍ଥିତ ଅଛନ୍ତି । ଗୁଜରାଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଓଡ଼ିଶାର ପାରାଦ୍ୱୀପ,…

ଖୁବଶୀଘ୍ର ଆୟୁଷ୍ମାନ ଭାରତ; ୩ କୋଟିରୁ ଅଧିକ ଲୋକ ହେବେ ସାମିଲ୍

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ । ଯେଉଁଥିରେ ୩କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ମନ୍ତ୍ରୀ କହିଛନ୍ତି, ମୋହନ ସରକାର…

ସଲମାନଙ୍କୁ ପୁଣି ଧମକ, ବାବା ସିଦ୍ଦିକିଙ୍କଠାରୁ ବି ଅବସ୍ଥା ଖରାପ ହେବ

ବଲିଉଡର ଭାଇଜାନ ସଲମାନ ଖାନ୍‌। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ତାଙ୍କର ଶତ୍ରୁତା ବେଶ୍‌ ପୁରୁଣା। ନିକଟରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ତାଙ୍କର ଜୀବନ ପ୍ରତି ରହିଛି ଘୋର ବିପଦ। ବାରମ୍ବାର ତାଙ୍କୁ ହତ୍ୟା ଧମକ ଦେଇ…

ଚିଲିକାରେ ଆରମ୍ଭ ହୋଇଛି ନୌକାୟନ ଅଭିଯାନ, ସାମିଲ ହେଲେ ୬୦ ଜଣ କ୍ୟାଡେଟ

ଚିଲିକାର ଅକାତ ପାଣିରେ ନୌକାୟନ ଅଭିଯାନ । ଜାତୀୟ ସମର ଶିକ୍ଷ୍ୟାର୍ଥି ବାହିନୀ(ଏନ୍ ସି ସି) ଓଡ଼ିଶା ନିର୍ଦ୍ଦେଶାଳୟ ପକ୍ଷରୁ ଭାରତୀୟ ନୌସେନା ପୋତ ଚିଲିକା ନୌକାୟନ ଅଭିଯାନ ଆରମ୍ଭ ହୋଇଛି । ଚଳିତ ମାସ ୧୫ତାରିଖରୁ ଆରମ୍ଭ ହୋଇଥିବା ଏହି…

ଫେକ୍ କଲ୍ ସେଣ୍ଟର ଠାବ ଘଟଣା: ରିମାଣ୍ଡରେ ଯିବେ ୬ ସାଇବର ଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଫେକ୍ କଲ୍ ସେଣ୍ଟର ଠାବ ଘଟଣା l ଗିରଫ ୬ ସାଇବର ଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ l ସାରା ଦେଶରେ ଠକେଇର ତଦନ୍ତ ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ୍ l ଟିମ୍‌ରେ…

ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ

ଆରମ୍ଭ ହୋଇଛି କାର୍ତ୍ତିକ ମାସ । କାର୍ତ୍ତିକ ମାସର ହିନ୍ଦୁ ଧର୍ମରେ ଖୁବ୍‌ ମହତ୍ତ୍ୱ ରହିଛି । ଏହି ସମୟରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଏହି ସମୟରେ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ ଉତ୍ତ୍ୟକ୍ତ ଲୋକେ

ଯାଜପୁର : ଚିଟଫଣ୍ଡ ଦୁର୍ନୀତିଠୁ ଆରମ୍ଭ କରି ପାହାଡ଼ ଲୁଟ୍ କରିବା ଭଳି ପୁଳାପୁଳା ଅଭିଯୋଗ ଥିବା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଉପରେ ଲୋକେ ନିଜର ଆକ୍ରୋଶ ବ୍ୟକ୍ତ କରିଛନ୍ତି । ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି…

ସହିଦଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ପ୍ରତିବାଦ ସଭା, ଘଟଣାସ୍ଥଳରେ ପଶ୍ଚିମବଙ୍ଗର ରାଷ୍ଟ୍ରମନ୍ତ୍ରୀ

କେନ୍ଦୁଝର : ଇତିହାସ ପ୍ରସିଦ୍ଧ ଚୁହାଳ ବିଦ୍ରୋହର ମହାନାୟକ ତଥା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁନାଥ ମାହାତୋଙ୍କ ପାଟଣା ବ୍ଲକର ଧାନବେଣି ବୈତରଣୀ ତଟସ୍ଥିତ ପ୍ରତିମୂର୍ତ୍ତିକୁ କୌଣସି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଖବର ପାଇ ଆଦିବାସୀ କୁଡୁମି ସମାଜର…

ତେଲ, ଘିଅ, ଚାହା ପତି ପରେ ତିଆରି ହେଉଥିଲା ଅପମିଶ୍ରିତ ଆଇସକ୍ରିମ୍‌

ରାଉରକେଲା : ତେଲ, ଘିଅ, ଚାହା ପତି ପରେ ଏବେ ଅପମିଶ୍ରିତ ଆଇସକ୍ରିମ୍‌। ଷ୍ଟିଲ୍‌ ସିଟି ରାଉରକେଲାରେ ଠାବ ହୋଇଛି ଏମିତି ଏକ ଆଇସକ୍ରିମ୍ ଫ୍ୟାକ୍ଟ୍ରି। ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ମିଳିତ ଭାବେ ଆଜି ଚଢ଼ଉ କରି…

ରାଜଧାନୀରେ ୨୪ ଘଣ୍ଟା ବନ୍ଦ ରହିବ ପାନୀୟ ଜଳ ଯୋଗାଣ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ…