ଚୋଟ ମାରିଲା ବିଷଧର, ସାପକୁ ବେକରେ ଗୁଡ଼ାଇ ଡାକ୍ତରଖାନାରେ ହାଜର
ପାଟନା : ବିହାରର ଜଣେ ବ୍ୟକ୍ତି ଏପରି ହରକତ କରିଛନ୍ତି, ଯାହା ସମସ୍ତଙ୍କୁ ଥରହର କରିଦେଇଛି। ଦୁନିଆର ସବୁଠୁ ବିଷଧର ସାପ ଭାବେ ବିବେଚନା କରାଯାଉଥିବା ଚନ୍ଦନ ମନ୍ଦନ ବୁଢା ଚୋଟ ମାରିବା ପରେ ତାକୁ ବେକରେ ଗୁଡ଼ାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି।…
