ଗର୍ଜିଲେ ଶରଦ ପାଓ୍ୱାର: ଏ ବୁଢ଼ା ଅଟକିବନି, ୮୪ ବର୍ଷ ହେଉ ଅବା ୯୦
‘ଏ ବୁଢ଼ା ଆଉ ଅଟକିବନି। ୮୪ ବର୍ଷ ହେଉ ଅବା ୯୦। ଆପଣ ଚିନ୍ତା କରନ୍ତୁ ନାହିଁ।’ ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଆଜି ଘୋଷଣା ହେବାକୁ ଯାଉଛି ତାରିଖ। ଏହାରି ଭିତରେ ଏନ୍ସିପି-ଏସ୍ପି ନେତା ଶରଦ ପାଓ୍ୱାର ଏଭଳି କିଛି…
‘ଏ ବୁଢ଼ା ଆଉ ଅଟକିବନି। ୮୪ ବର୍ଷ ହେଉ ଅବା ୯୦। ଆପଣ ଚିନ୍ତା କରନ୍ତୁ ନାହିଁ।’ ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଆଜି ଘୋଷଣା ହେବାକୁ ଯାଉଛି ତାରିଖ। ଏହାରି ଭିତରେ ଏନ୍ସିପି-ଏସ୍ପି ନେତା ଶରଦ ପାଓ୍ୱାର ଏଭଳି କିଛି…
ଭବାନୀପାଟଣା: ଓଡ଼ିଶା ପୋଲିସ ମଙ୍ଗଳବାର ଦିନ କଣ୍ଟାବାଞ୍ଜିରେ ଜଣେ ବ୍ୟବସାୟୀଙ୍କ ଠାରୁ ୨.୫୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଚାରି ଜଣ ଅନଲାଇନ୍ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅକ୍ଟୋବର ୨ ତାରିଖ ଦିନ ବ୍ୟବସାୟୀଙ୍କଠାରୁ…
ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ। ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି।…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ଧାରା ଜାରି ରହିଛି। ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ମଧ୍ୟ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ…
ଶାଳୀନତା ଓ ଅଧିକ ଆତ୍ମବିଶ୍ୱାସ ପ୍ରତି ସତର୍କ ରହିବାକୁ ମହାରାଷ୍ଟ୍ରର ଦଳୀୟ ନେତାଙ୍କୁ ସତର୍କ କରାଇଛି କଂଗ୍ରେସ। ହରିୟାଣାରେ କଂଗ୍ରେସ ଅଧିକ ଆତ୍ମବିଶ୍ୱାସ ଦେଖାଇବାରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେଣୁ ଆଗକୁ ଅନୁଷ୍ଠିତ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭାରେ ସେମିତି କିଛି…
ଭୁବନେଶ୍ୱର: ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ…
‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟି ଥିଲେ। ଏହି ଲୁଟ୍ର ଜଣେ ଠକକୁ ବାନ୍ଧିଛି କେନ୍ଦୁଝର ପୁଲିସ୍। ହେଲେ ମାଷ୍ଟରମାଇଁଣ୍ଡ ପାଖରେ ପହଞ୍ଚି ପାରିନି। ଗିରଫ ଅଭିଯୁକ୍ତଙ୍କ ବୟାନ୍ ଆଧାରରେ ପୁଲିସ୍ ବିଭିନ୍ନ ସ୍ଥାନରେ…
ସାଲେପୁର : କେନାଲରେ ବୁଡ଼ି ଜଣେ ୭ ବର୍ଷ ବାଳକର ମୃତ୍ୟୁ ଘଟିଛି | ଏମିତି ଅଘଟଣ ଘଟିଛି ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମରେ | ଆଜି ସକାଳେ ବାଲିଆପଦା ଗ୍ରାମର ସୁଶାନ୍ତ ସାହୁଙ୍କ ସାତ ବର୍ଷର ପୁଅ ଉମାକାନ୍ତ ସାହୁ…
ମହାରାଷ୍ଟ୍ରର ଭେଟରାନ ରାଜନେତା ବାବା ସିଦ୍ଦିକିଙ୍କୁ ଶନିବାର ମୁମ୍ବାଇରେ ଗୁଳି କରି ହତ୍ୟା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ପର୍କରେ ବଡ଼ ତଥ୍ୟ ମିଳିଛି। ବାବା ସିଦ୍ଦିକିଙ୍କ ପୁଅ ତଥା…
ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିଲା କବାଡି ମ୍ଯାଚ। ଏହି ସମୟରେ ଘଟିଛି ବଡ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ସମୟରେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି । ମୃତ ଖେଳାଳି…