2024

ଅର୍ଥନୀତିରେ ନୋବେଲ ଘୋଷଣା, ଏଥର ମିଳିତ ଭାବେ ତିନି ଜଣଙ୍କୁ ମିଳିବ ପୁରସ୍କାର

୨୦୨୪ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ନବୋଲେ ଅର୍ଥନୀତି ପୁରସ୍କାର ଘୋଷଣା କରିଛନ୍ତି। ତିନି ଜଣ ଅର୍ଥଶାସ୍ତ୍ରୀଙ୍କୁ ଦିଆଯିବ ଚଳିତ ବର୍ଷର ନୋବେଲ ଅର୍ଥନୀତି ପୁରସ୍କାର। ବିଜେତା ଭାବେ ଡାରେନ ଏସ୍‌ମୋଗଲୁ,…

ମୁଁ ବିଜେଡିରେ ନାହିଁ, ଏବେ ସ୍ବାଧୀନ: ଅମର ଶତପଥୀ

ଭୁବନେଶ୍ବର: ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ବାଧୀନ। ଏଭଳି ଟିପ୍ପଣୀ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅମର ଶତପଥୀ। ସେ କହିଛନ୍ତି, ମୁଁ ବିଜେଡିରେ ନାହିଁ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସଭ୍ୟପଦ ନେଇନି ମାନେ…

ଦୀପାବଳି ପୂର୍ବରୁ ସରକାର ଦେବେ ବଡ଼ ଭେଟି: ୩% ବଢ଼ିବ ମହଙ୍ଗା ଭତ୍ତା!

କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଦୀପାବଳି ପୂର୍ବରୁ ମିଳିବ ବଡ଼ ଭେଟି। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଆଉ ୩% ବୃଦ୍ଧି କରିବେ କେନ୍ଦ୍ର ସରକାର। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରାଥମିକ ଭାବେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ…

ଓଡିଶାରୁ ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର: ଓଡିଶାରୁ ଅପସାରଣ ହୋଇଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଛି । ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜିଲାରୁ ମୌସୁମୀ…

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଦଶଭୂଜା

ପାପର ବିନାଶ ଘଟିଛି, ସତ୍ୟର ବିଜୟ ହୋଇଛି। ୯ ଦିନ ଧରି ଧରାପୃଷ୍ଟରେ ମାଆ ଭକ୍ତଙ୍କୁ ଦର୍ଶନ ଦେବା ପରେ ଏବେ ବିଦାୟ ନେଉଛନ୍ତି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭସାଣ ଚାଲିଛି। ଗତକାଲିଠୁ କିଛି ମୂର୍ତ୍ତି…

ହକି ଇଣ୍ଡିଆ ଲିଗ: ହରମନପ୍ରୀତ ସବୁଠାରୁ ଦାମୀ, ତାମିଲନାଡୁ ଡ୍ରାଗନ ପକ୍ଷରୁ ଖେଳିବେ ଅମିତ ରୋହିଦାସ

ହକି ଇଣ୍ଡିଆ ଲିଗ୍‌ର ୨୦୨୪-୨୫ ସଂସ୍କରଣ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନିଲାମୀ ପ୍ରକ୍ରିୟା। ପ୍ରାୟ ୧ହଜାରୁ ଅଧିକ ଭାରତୀୟ ଓ ବିଦେଶୀ ହକି ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏଯାଏ ହୋଇଥିବା ନିଲାମୀ ପ୍ରକ୍ରିୟା ପରେ ଭାରତୀୟ…

ଓଡ଼ିଆ ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ଘଟଣା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ଵର: ନୂଆଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଦୁର୍ବୃତ୍ତମାନେ ଫିଙ୍ଗି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରିଛି ପୋଲିସ ।…

ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତଙ୍କୁ ହିନ୍ଦୁ ସଂଗଠନର ଭବ୍ୟ ସ୍ୱାଗତ

ସ୍ୱେଚ୍ଛାସେବୀ ତଥା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଅକ୍ଟୋବର ୯ରେ ସ୍ପେଶାଲ କୋର୍ଟ ଜାମିନ ଦେଇଥିଲେ। ଜାମିନ ପାଇ ଜେଲରୁ ବାହାରିବା ପରେ ୨ ହତ୍ୟା ଅଭିଯୁକ୍ତଙ୍କୁ ମିଳିଛି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା। ସେମାନଙ୍କୁ ହିନ୍ଦୁ ସଂଗଠନ…

କେନାଲରେ ବୁଡି ୩ ବର୍ଷର ଶିଶୁ ମୃତ

କୋଣାର୍କ : ଗୋପରେ ଅଘଟଣ । କେନାଲରେ ବୁଡି ୩ ବର୍ଷର ଶିଶୁପୁତ୍ର ଆୟନ ଖାନ ମୃତ। ପୁରୀ ଜିଲ୍ଲା ଗୋପ ଥାନା ଅଧୀନସ୍ଥ ବସ୍ତି ସାପୁଆ ମହଲରେ ଘରପାଖ କେନାଲରେ ପଡି ୩ ବର୍ଷର ଶିଶୁ ଆୟନ ଖାନର ମୃତ୍ୟୁ…

‘ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ’

ବନ୍ଦରୀ ନଗର ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପର ଆୟୋଜିତ ରାବଣ ପୋଡ଼ି ଉତ୍ସବରେ ନାଁ ନ ନେଇ ଶ୍ରମିକ ନେତା ତଥା ବିଜେଡିର ଜଣେ…