ବାବା ସିଦ୍ଦିକିଙ୍କୁ ହତ୍ୟା, ଚିହ୍ନଟ ହେଲା ତୃତୀୟ ଶୁଟର୍
ଚିହ୍ନଟ ହେଲା ପୁର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ତୃତୀୟ ଶୁଟର୍। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ବହରାଇଚର ବାସିନ୍ଦା ବୋଲି ପୁଲିସ କହିଛି। ଫେରାର ଶୁଟର୍ ଜଣଙ୍କ ହେଲା ଶିବକୁମାର ଓରଫ ଶିବା ଗୌତମ। ସେ…
