2024

ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ବର : ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଯାଜପୁର କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ଭୋଜିଭାତ…

କାଲି ମହାନଦୀରେ ବୁଡ଼ିଯାଇଥିଲେ ୨ ଛାତ୍ର; ଆଜି ମିଳିଲା ମୃତଦେହ

ସମ୍ବଲପୁର : ଗତକାଲି ମହାନଦୀରେ ଗାଧୋଇଲା ବେଳେ ବୁଡ଼ିଯାଇଥିବା ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ କରାଯାଇଛି। ସମଲେଶ୍ୱରୀ ଘାଟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମୃତକ ଛାତ୍ର ଦ୍ୱୟ ହେଲେ କନିଷ୍କ ଓ ହିମାଂଶୁ। ଗତକାଲି ୨…

ଫୁଡ୍ ଷ୍ଟଲରେ ଚଢ଼ାଉ କଲା ବିଏମସି; ନଷ୍ଟକଲା ବାସି ଖାଦ୍ୟ

ଭୁବନେଶ୍ବର : ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ପରିସରରେ ପଡ଼ିଥିବା ଖାଦ୍ୟ ଷ୍ଟଲ ଉପରେ ବିଏମସି ପକ୍ଷରୁ ଆଜି ଚଢାଉ କରାଯାଇଛି। ବାସି, ଅପମିଶ୍ରିତ ରଙ୍ଗ, ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟକୁ ନଷ୍ଟ କରିଛି ବିଏମସି ଟିମ୍। ରଗୁଲଗଡ, ନୟାପଲ୍ଲୀ…

‘ବିଜୟର ଶ୍ରେୟ ନେଉଥିଲେ,ଏବେ ପରାଜୟ ପାଇଁ ଦାୟିତ୍ୱ ନିଅନ୍ତୁ ନବୀନ’

ଭୁବନେଶ୍ବର : ଆଗରୁ ପ୍ରତ୍ୟେକ ନିର୍ବାଚନରେ ଦଳର ବିଜୟ ହେବା ପରେ ଶ୍ରେୟ ନେଉଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୦୨୪ ସାଧାରଣ ନିର୍ବାଚନରେ ଦଳ ହାରିଛି। ଦଳ କାହିଁକି ନିର୍ବାଚନ ହାରିଲା ତାହାର ଦାୟିତ୍ୱ ନିଅନ୍ତୁ ନବୀନ। ସମୀକ୍ଷା କରି…

ପାଠପଢ଼ା ଆରମ୍ଭ ହେଲାଣି ,+୨ରେ ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ଆସନ

ଭୁବନେଶ୍ବର : ଦୁଇମାସ ହେଲା +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେଲାଣି। ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ଜୁନିୟର କଲେଜ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଆସନ ପୂରଣ ହୋଇପାରିଲାନି। ବିଗତ ବର୍ଷଗୁଡ଼ିକ ପରି ୨୦୨୪-୨୫ ଶିକ୍ଷାବର୍ଷରେ ମଧ୍ୟ ସମାନ ପରିସ୍ଥିତି…

‘ସୁଭଦ୍ରା’ ତ୍ରୁଟି ଥିଲେ ଫୋନ୍ ଯିବ: ପ୍ରଭାତୀ

ଭୁବନେଶ୍ବର : ‘ସୁଭଦ୍ରା’ ତ୍ରୁଟି ଥିଲେ ଫୋନ୍ ଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯଦି କୌଣସି ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନଥିବେ କିମ୍ବା ଆବେଦନରେ କୌଣସି ତ୍ରୁଟି ଥିବ ତେବେ ତାଙ୍କ ପାଖକୁ ପଞ୍ଜୀକୃତ ନମ୍ବରରେ…

କଟକ ସହର ହେବ ସ୍ମାର୍ଟ ସହର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି । କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ…

ରଙ୍ଗୀଲା ବାବା; ଭାଇରାଲ୍‌ ହେଉଛି ଯୁବତୀଙ୍କୁ ଲିପ୍‌ କିସ୍‌ ଦେବାର ଫଟୋ

କଟକ : ଭାଇରାଲ୍‌ ହେଉଛି ବାବାଙ୍କ ରଙ୍ଗୀଲା ବେଶ! ଯେଉଁଥିରେ ନାଲି ଓ ହଳିଦୀଆ ରଙ୍ଗର ଧୋତି ପରିଧାନ କରୁଥିବା ବାବା ଜିନ୍ସ ପିନ୍ଧି ଜଣେ ତରୁଣୀଙ୍କୁ ଲିପ୍‌ କିସ୍‌ କରୁଥିବା ଦେଖିବାକୁ ମିଳିଛି। ସିଏ ଖାଲି ଲିପ୍‌ କିସ୍‌ ଦେଉନାହାନ୍ତି,…

ଆଜି ମହା ନବମୀ; ଚଣ୍ଡୀପାଠ ସହ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ପୂଜା ମଣ୍ଡପ

କଟକ : ଆଜି ମଣ୍ଡପରେ ମହାମାୟାଙ୍କ ମହା ନବମୀ। ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ଗଗନ ପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।…

ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଗ୍ରହଣ କଲେନି ପଶ୍ଚିମବଙ୍ଗ ସରକାର

କୋଲକାତା : ବରିଷ୍ଠ ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଅଗ୍ରାହ୍ୟ କରି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। ଏପରି ଇସ୍ତଫାର କୌଣସି ଆଇନଗତ ବୈଧତା ନଥିବା ବେଙ୍ଗଲ ସରକାର କହିଛନ୍ତି। ସର୍ଭିସ ନିୟମ ଅନୁସାରେ ଇସ୍ତଫାପତ୍ର ଡାକ୍ତରମାନେ ଏକାକୀ ଓ ବ୍ୟକ୍ତିଗତ ଭାବେ ଦେବା…