2024

କେନାଲକୁ ଖସିଲା କାର୍, ଗୋଟିଏ ପରିବାରର ୭ ମୃତ

ଚଣ୍ଡୀଗଡ : ହରିୟାଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କେନାଲକୁ କାର୍ ଖସି ୭ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଚାରି ଜଣ ଛୋଟ ପିଲା…

ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ୭ ଶ୍ରମିକ ମୃତ

ଅହମ୍ମଦାବାଦ : ବିଜୟା ଦଶମୀରେ ଗୁଜରାଟରେ ଦୁଃଖଦ ଘଟଣା ଘଟିଛି। କାମ କରୁ ଥିବାବେଳେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଏହି ଦୁଃଖଦ ଘଟଣା ଘଟିଛି। ଆଜି ମେହସାନ ଜିଲ୍ଲାରେ ଏକ ନିର୍ମାଣ କାର୍ଯ୍ୟ…

ମୋଦିଙ୍କ ‘ଅର୍ବାନ ନକ୍ସଲ’କୁ କାଉଣ୍ଟର କଲେ ଖଡଗେ, କହିଲେ- ବିଜେପି ଆତଙ୍କବାଦୀଙ୍କ ଦଳ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ବାନ ନକ୍ସଲ ବୟାନକୁ ଆଜି ଜୋରଦାର ଢଙ୍ଗରେ କାଉଣ୍ଟର କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସକୁ ଅର୍ବାନ ନକ୍ସଲମାନେ କବଜା କରି ନେଇଥିବା ମୋଦି କିଛି ଦିନ ତଳେ କହିଥିଲେ। ଏହାର ଜବାବରେ…

ଟଳିଲା ବିପଦ, ୧୪୦ ଜୀବନ ସୁରକ୍ଷିତ – ବିମାନକୁ ନିରାପଦ ଅବତରଣ କରାଇଲେ ପାଇଲଟ

ନୂଆଦିଲ୍ଲୀ : ମଝି ଆକାଶରେ ବାଜି ଲାଗିଥିଲା ୧୪୦ ଜୀବନ। କିଛି ବି ଅଘଟଣ ହେବାର ସମ୍ଭାବନା ଥିଲା କିନ୍ତୁ ଏୟାର ଇଣ୍ଡିଆ ବିମାନର ପାଇଲଟ ସଫଳତାର ସହ ବିମାନକୁ ଅବତରଣ କରାଇଛନ୍ତି। ସମସ୍ତ ୧୪୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।…

ଜମ୍ମୁ-କଶ୍ମୀରରେ ସରକାର ଗଠନ – ଉପରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ ଓମାର ଅବଦୁଲ୍ଲା

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଆଜି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ କଂଗ୍ରେସ, ସିପିଆଇ(ଏମ୍), ଆମ୍ ଆଦମୀ ପାର୍ଟି ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି…

ଅକ୍ଟୋବର ୧୭ରେ ହରିୟାନାର ନୂଆ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବେ

ନୂଆଦିଲ୍ଲୀ : ହରିୟାନାରେ ସମସ୍ତ ଜନମତ ସର୍ବେକ୍ଷଣକୁ ଭୁଲ୍‌ ପ୍ରମାଣିତ କରି ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୋନୀ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ…

ମା’ ସହ ଚାଲି ଚାଲି ଯାଉଥିଲା ୮ ବର୍ଷର ଝିଅ, ଝାମ୍ପି ନେଇ ମାରିଦେଲା କଲରାପତରିଆ

ନୂଆଦିଲ୍ଳଈ : ମା’ର ଆଖି ସାମ୍ନାରେ ଜନ୍ମ କଲା ଝିଅକୁ ମାରି ଦେଇଛି ଗୋଟିଏ କଲରାପତରିଆ। ୮ ବର୍ଷର ଝିଅଟି ବେଶ ହସଖୁସିରେ ମା’ର ହାତ ଧରି ଚାଷ ଜମିକୁ ଚାଲି ଚାଲି ଯାଉଥିଲା। ହେଲେ ବୁଦା ନିକଟରେ ଲୁଚି ବସିଥିବା…

ଓଡ଼ିଶା ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ, ରାସ୍ତା କଡ଼ରୁ ଉଦ୍ଧାର କଲା ପୁଲିସ୍‌

ନୂଆଦିଲ୍ଲୀ :ଦେଶରେ ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ କାଣ୍ଡ। ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦିଲ୍ଲୀରେ କରାଯାଇଛି ଦୁଷ୍କର୍ମ। ଦୁଷ୍କର୍ମ ପରେ ତାଙ୍କୁ ସରାଇ କାଲେ ଖାନ ଅଞ୍ଚଳରେ ମଧ୍ୟ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ପୁଲିସ୍‌ ତାଙ୍କୁ ଅର୍ଦ୍ଧ…

ବାଂଲାଦେଶର ହିଂସା ହିନ୍ଦୁଙ୍କ ପାଇଁ ଶିକ୍ଷା: ମୋହନ ଭାଗବତ

ନୂଆଦିଲ୍ଲୀ : ଧର୍ମ ଭାରତର ସତ୍ତ୍ବ। ଧର୍ମ ହେଉଛି ଭାରତର ଆତ୍ମା। ଏହା ହିଁ ଆମର ପ୍ରେରଣା। ବିଜୟା ଦଶମୀରେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS)ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ…

ଜାତିସଂଘ ଶିବିର ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଭାରତର ଚିନ୍ତା

ନୂଆଦିଲ୍ଲୀ: ଜାତିସଂଘ ଶାନ୍ତିସେନା ରହୁଥିବା ଶିବିରଗୁଡ଼ିକ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ନୂଆଦିଲ୍ଲୀ କହିଛି । ସୂଚନା ଅନୁସାରେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ଥିବା ଜାତିସଂଘର…