2024

ନିଶାସକ୍ତ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଯାଜପୁର: ଯାଜପୁର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଡ୍ୟୁଟିରେ ନିଶାସକ୍ତ ଭାବେ କାର୍ଯ୍ୟ କରିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଖବର ଅନୁଯାୟୀ, ଧର୍ମଶାଳାର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନୋଟିସ ଜାରି କରାଯାଇଛି। ବିଦ୍ୟାଳୟ ପରିଚାଳନା…

ବାଂଲାଦେଶରେ କାଳୀ ମନ୍ଦିରରୁ ସୁନା ମୁକୁଟ ଚୋରି; ଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି

ବାଂଲାଦେଶରେ କାଳୀ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରୁପା ଏବଂ ସୁନାରେ ନିର୍ମିତ ଏହି ମୁକୁଟକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାନ କରିଥିଲେ। ଚୋରି ଘଟଣା ପ୍ରସାରିତ ହେବା ପରେ ଭାରତ ସରକାର ତଦନ୍ତ ପାଇଁ…

ମହିଳା କନେଷ୍ଟବଳଙ୍କୁ ଚାପି ଦେଲା ଟ୍ରକ୍

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା କନେଷ୍ଟବଳଙ୍କୁ ଚାପି ଦେଇଛି ଟ୍ରକ୍। ଏହାଫଳରେ ଘଟଣାସ୍ଥଳରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ସୁରୁଜା ମୁଣ୍ଡା। ସେ ତିର୍ତ୍ତୋଲ ଥାନାରେ କନେଷ୍ଟବଳ…

ଏଣିକି ଦେବାକୁ ପଡ଼ିବନି ପେଣ୍ଡାଲ ଭଡ଼ା

ଭୁବନେଶ୍ଵର:ଏଣିକି ଆଉ ଦେବାକୁ ପଡ଼ିବନି ଭଡ଼ା। ନିଶୁଳ୍କ ହେଲା ପୂଜା ପେଣ୍ଡାଲ। ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଯାଇଛି। ଭୁବନେଶ୍ବର ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି…

ଅକ୍ଟୋବର ୧୫ରେ ଶପଥ ନେବେ ନାୟବ ସିଂହ ସୈନି!

ଅକ୍ଟୋବର ୧୫ରେ ଶପଥ ନେଇପାରନ୍ତି ନାୟବ ସିଂହ ସୈନି। ସେ ହରିୟାଣାର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ବିଜେପି ରାଜ୍ୟରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଅକ୍ଟୋବର ୮ରେ ନିର୍ବାଚନୀ ଫଳାଫଳ ପ୍ରକାଶ…

ଦୁର୍ଗା ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଦୁର୍ଗା ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ଭୁବନେଶ୍ବର ପାଟଣାସାହି ପୂଜାମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜାମଣ୍ଡପରେ ମାଆଙ୍କୁ ଦର୍ଶନ କରି ଆର୍ଶୀବାଦ କାମନା କରିଛନ୍ତି । ଏହାପରେ ସୁନ୍ଦରପଦା , ବରମୁଣ୍ଡା ,…

ଟ୍ଵିନ୍ ସିଟି ରେ ଝଟକୁଛନ୍ତି ମା’

ଭୁବନେଶ୍ଵର: ପାର୍ବଣ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଦଜନନୀ। ମା’ଙ୍କ ଆଗମନରେ ଭକ୍ତିମୟ ପରିବେଶ। ପୀଠ ହେଉ କି ମଣ୍ଡପ ସବୁଠି ଭିଡ଼। ମହାମାୟାଙ୍କ ମହାନବମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ଶକ୍ତିପୀଠ। ସେପଟେ…

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ

ନୋଏଲ ଟାଟା ହୋଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ। ରତନ ଟାଟାଙ୍କ ଦେହାନ୍ତ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବୁଧବାର ରତନ ଟାଟାଙ୍କ ଦେହାନ୍ତ ହୋଇଥିଲା। ଏହାପରେ କିଏ ତାଙ୍କ ୧୩ଟି ଟ୍ରଷ୍ଟର ଅଧ୍ୟକ୍ଷ ହେବେ ସେନେଇ କଳ୍ପନା-ଜଳ୍ପନା ଲାଗି ରହିଥିଲା।…

ରାଜଧାନୀର ୩ଟି ପୂଜା ମଣ୍ଡପ ବୁଲିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପୂଜା ମଣ୍ଡପ ବୁଲିଲେ ନବୀନ । ରାଜ୍ୟବାସୀଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି। ରାଜଧାନୀର ୩ଟି ମଣ୍ଡପ ବୁଲି ମାଆଙ୍କ ଆଶିଷ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଥମ ରସୁଲଗଡ଼ ପୂଜା ମଣ୍ଡପରେ ମା’ଙ୍କ…

ବିରାଜିତ ମା’: ଆଜି ପୀଠେ ମହାନବମୀ, ମଣ୍ଡପରେ ମହାଅଷ୍ଟମୀ

ଭୁବନେଶ୍ଵର: ଭକ୍ତଙ୍କ ଗହଣରେ ଜଗତଜନନୀ ମା । ଚାଲିଛି ପୂଜାର୍ଚ୍ଚନା.ହୋମଯଜ୍ଞ । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମଳୁଛି । ଆଜି ମଣ୍ଡପରେ…