2024

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଠିକାଦାରଙ୍କ ଠାରୁ ବକେୟା ବିଲ କରିବା ପାଇଁ ସେ ୪୬…

ଆରଜି କର ହରର୍: CBI ଚାର୍ଜସିଟରେ ବଡ଼ ଖୁଲାସା

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଚ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇର ଚାର୍ଜସିଟରେ ବଡ଼ ଖୁଲାସା ହୋଇଛି। ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଉପରୁ ପରଦା ହଟିଛି। ଚାର୍ଜସିଟ୍ ଅନୁସାରେ, ଟ୍ରେନି…

ମାଓ ମୁକାବିଲା ସମୀକ୍ଷା ବୈଠକ : ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବେ ନକ୍ସଲ

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବେ ନକ୍ସଲ । ମାଓବାଦୀଙ୍କୁ ଆଉ ସ୍ଥାନୀୟ ସମର୍ଥନ ମିଳୁନି କହିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅନେକ ସ୍ଥାନରେ ମାଓ ଉଗ୍ରବାଦ ଅନ୍ତିମ ଚରଣରେ ପହଞ୍ଚିଛି । ସୀମାନ୍ତରେ ଜଏଣ୍ଟ ଟାସ୍କ…

ଲାଲୁଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି, ୯ ଜଣଙ୍କୁ ମିଳିଲା ଜାମିନ୍‌

ଆର୍‌ଜେଡି ସୁପ୍ରିମୋ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାରକୁ ମିଳିଛି ଜାମିନ। ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ ଓ ତେଜ୍‌ ପ୍ରତାପ…

ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ । ପୁରୀ ରାଜଭବନରେ ସେ କଳା ରାତିର ଘଟଣାକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ରାଜଭବନ ଆଗରେ ପୁଣି ଯୁବ ଏବଂ ଛାତ୍ର କଂଗ୍ରେସ ବିକ୍ଷୋଭ…

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୭ ଶ୍ରମିକ ମୃତ

କୋଇଲା ଖଣିରେ ହେଲା ଭୟଙ୍କର ବିସ୍ଫୋରଣ। ପ୍ରାଣ ହରାଇଲେ ୭ ଶ୍ରମିକ। ସେହିପରି ଅନେକ ଆହତ ହୋଇଥିବା କୁହାଯାଉଛି। ପଶ୍ଚିମବଙ୍ଗର ବୀରଭୂମିରେ ଘଟିଛି ଏହି ଅଘଟଣ। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ତାହା ଜଣାପଡି ନାହିଁ। ସ୍ଥାନୀୟ ପୁଲିସ…

ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି, ଉଭୟ ପଦବୀ ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର : ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରାଇଭେଟ ସେକ୍ରେଟେରୀ କିମ୍ବା ଓଏସଡିଙ୍କ ବିରୋଧରେ ଭିଜିଲାନ୍ସ ମାମଲା ନଥିବ। ଉଭୟ ପଦବୀ ପାଇଁ ଅପରାଧିକ ମାମଲା ହୋଇନଥିବ ବୋଲି ନିୟମ ଜାରି…

ICUରେ ରତନ ଟାଟା, ବିଗିଡ଼ିଲା ସ୍ୱାସ୍ଥ୍ୟ

ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟାଙ୍କ ବିଗିଡିଲା ସ୍ୱାସ୍ଥ୍ୟବାସ୍ଥା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଆଡମିଟ୍‌ କରାଯାଇଛି। ବ୍ଲଡ ପ୍ରେସର ଲୋ’ ଯୋଗୁ ସେ…

ତୀବ୍ର ହେଲା ଓଏସଏସଏସସିକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଓଏସଏସଏସସିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ । ଓଏସଏସଏସସି ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଗର୍ଜିଲେ । ଆରଆଇ, ଏଆରଆଇ, ଅମିନ, ଆଇସିଡିସି ଭଳି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପରୀକ୍ଷା…

ଆପ୍‌ ସାଂସଦଙ୍କ ଘରେ ପଶିଲା ଇଡି

ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡାର୍‌ରେ ଆମ୍‌ ଆଦମୀ ପାର୍ଟି ନେତା। ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କ ଘରେ ପଶିଛି ଇଡି। ଠକେଇ ମାମଲାରେ ଆଜି ସକାଳୁ ଜାଲନ୍ଧର ସ୍ଥିତ ତାଙ୍କ ଘରେ ଚଢ଼ାଉ କରିଛି। ଇଡି ସୂତ୍ରରୁ ପ୍ରକାଶ ଯେ,…