2024

ଢାବା ମାଲିକଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଲିଡିଆ ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି। ଜଣେ ଢାବା ମାଲିକଙ୍କ ଉପରେ ଉପରେ ଟ୍ରକ୍ ମାଡ଼ିଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ରୀବତ୍ସ ସାହୁ।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା

ଜେଲରୁ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ୨ ଦିନ ଭିତରେ ଇସ୍ତଫା ଦେବେ। ଆଜି କେଜ୍ରିୱାଲ ଏପରି ଘୋଷଣା କରିବା ପରେ ବିଜେପି ସାଂଘାତିକ କଥା କହିଛି। ଦଳ ଏପରି ଘୋଷଣାକୁ ସମାଲୋଚନା କରିବା ସହ ଆପ୍‌ରେ ବିବାଦ…

କାନ୍ଥ ପଡ଼ି ଜେଜେ ମା’ମୃତ, ନାତୁଣୀ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଥାନା ଅନ୍ତର୍ଗତ ସଉରାପାଲି ଗାଁରେ ଏକ ଅଘଟଣ ଘଟିଛି। କାନ୍ଥ ପଡ଼ିଯିବାରୁ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ୨ବର୍ଷର ନାତୁଣୀ ଗୁରୁତର ଆହତ ହୋଇଛି। ଲଗାତାର ବର୍ଷା ଯୋଗୁ ଘରର କାନ୍ଥ ଦୁର୍ବଳ…

ମାଆକୁ ଦୁଇ ପୁଅ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ

କଟକ: ମାଆକୁ ୨ ପୁଅ ଗଳା କାଟି ହତ୍ୟା କରିବା ଘଟଣାରେ ପୋଲିସ୍ ଦେଲା ଚାଞ୍ଚଲ୍ୟକର ତଥ୍ୟ । ସାମାନ୍ୟ ଝଗଡା ପାଇଁ ପ୍ରତିଶୋଧ ପରାୟଣ ହୋଇ ୨ ପୁଅ ମିଶିକି ନେଇଗଲେ ମାଆ ଜୀବନ । କଟକ ମହାନଦୀ ବିହାରରରେ…

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ଷ୍ଟେଜରେ ଚଢ଼ି ଗଲେ ଯୁବକ

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସୁରକ୍ଷାରେ ହୋଇଛି ବଡ଼ଧରଣର ତ୍ରୁଟି। ମୁଖ୍ୟମନ୍ତ୍ରୀ ଷ୍ଟେଜ ଉପରେ ବସିଥିବା ବେଳେ ଏହା ଉପରେ ଚଢ଼ି ଯାଇଛନ୍ତି ଜଣେ ଅଜଣା ଯୁବକ। ସେ ଷ୍ଟେଜରେ ଚଢ଼ି ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଦ୍ରୁତଗତିରେ ଯାଉଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ…

ମକା ଫସଲ ଖାଇଯିବାରୁ ଷଣ୍ଢକୁ ବାନ୍ଧି ୭ଦିନ କାଳ ଉପାସରେ ରଖିଲା ଜମି ମାଲିକ

ଉମରକୋଟ: ଦୁନିଆରେ ଏଭଳି ମାନବିକତା ହୀନ ଏବଂ ନୃଶଂସ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଯେକୌଣସି ସ୍ତରକୁ ବି ଯାଇପାରନ୍ତି । ଯେମିତି ସେମାନଙ୍କ ମନରେ ଦୟା, କ୍ଷମା କିଛି ବି ନଥାଏ । ତେବେ ମାନବିକତାର ସବୁ…

ଝାଡ଼ାବାନ୍ତିରେ ୨ ମୃତ, ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି । ତୁରକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦଗାଡ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଏଥିରେ ମୃତ୍ୟୁ ଘଟିଥିବା ୨…

ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ; ୨୪ ଜୀବନ୍ତ ଦଗ୍ଧ

ହାଇତିର ଦକ୍ଷିଣ ଉପଦ୍ୱୀପରେ ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୪୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଶରୀରର ଏକ ତୃତୀୟାଂଶ ପୋଡ଼ି ଯାଇଥିବା ସୂଚନା…

ଓଡ଼ିଶାରେ ଗଡ଼ିଲା ୨ଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର: ଓଡ଼ିଶାରେ ଗଡ଼ିଲା ଆଉ ଦୁଇ ବନ୍ଦେ ଭାରତ । ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ରାଉରକେଲା ଷ୍ଟେସନରେ ଏ ନେଇ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି…

ଅଜଗରକୁ ପିଟି ପିଟି ମାରିବା ଘଟଣା: ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଜଗରକୁ ପିଟି ପିଟି ମାରିବା ଘଟଣାରେ ଆଜି ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ କାଠସିରସି ଗାଁ ନିକଟରେ ଏକ ପ୍ରାୟ ୧୫ ଫୁଟ ଲମ୍ବର…