ଲାଲବାଗ ରାଜାଙ୍କୁ ୧୬ କୋଟି ଟଙ୍କାର ସୁନା ମୁକୁଟ ଦାନ କଲା ରିଲାଏନ୍ସ ଫାଉଣ୍ଡେସନ
ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀରେ ଗଜାନନଙ୍କୁ ସ୍ୱାଗତ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗ ରାଜା’ଙ୍କ ପ୍ରତିମୂର୍ତ୍ତିରୁ ଏହି ପରଦା ହଟାଇ ଦିଆଯାଇଛି। ଏଥର ବାପ୍ପା ମାରୁନ ରଙ୍ଗର ପାଟବସ୍ତ୍ର ପିନ୍ଧିଥିବାବେଳେ ଏକ ସୁନା ମୁକୁଟ ପିନ୍ଧିଥିବା…
