2024

ଭାରତରେ ୪୫ ହଜାର କୋଟି ଟଙ୍କା ବିନିଯୋଗ କରିବ ସିଙ୍ଗାପୁରର କ୍ୟାପିଟାଲଣ୍ଡ କମ୍ପାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରରେ ଅବତରଣ କରିବା ମାତ୍ରେ ସିଙ୍ଗାପୁରର ଅଗ୍ରଣୀ ରିଏଲ୍ ଇଷ୍ଟେଟ୍ କମ୍ପାନୀ ୨୦୨୮ ସୁଦ୍ଧା ଭାରତରେ ପୁଞ୍ଜି ବିନିଯୋଗକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ସିଙ୍ଗାପୁରର କ୍ୟାପିଟାଲଣ୍ଡ , ଯାହା ଏସିଆର ସର୍ବବୃହତ ରିଅଲ୍ ଇଷ୍ଟେଟ୍…

ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା; ନିଲମ୍ବିତ ହେଲେ ନିଶାଡି ଶିକ୍ଷକ

ଯାଜପୁର: ଶିକ୍ଷକ ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା । ଅଭିଯୁକ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଲା ଏପରି କାରନାମା । ମାତାଲ୍ ଅବସ୍ଥାରେ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ନିଲମ୍ବିତ ହେଲେ ନିଶାଡି ଶିକ୍ଷକ ।…

ସମୁଦ୍ର କୂଳରେ ମରିକି ପଡିଛନ୍ତି ହଜାର ହଜାର ବ୍ଲୋ ବଟନ ଜେଲିଫିଶ

ପୁରୀ : ସମୁଦ୍ର ଭିତରେ ବଡ ହଲଚଲ ସୃଷ୍ଟି ହୋଇଛି । ପୁରୀଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୁଳର ଦେବୀ ମୁହାଣ ଠାରୁ କେଳୁଣୀ ଆଉ ଚନ୍ଦ୍ରଭାଗା ମୁହାଣ ଇଲାକାରେ ସମୁଦ୍ର କୂଳରେ ହଜାର ହଜାର ପରିମାଣରେ ବ୍ଲୋ ବଟନ ଜେଲିଫିଶ ମରିକି…

ଲୁହା ପଥର ଖଣିରେ ଖୋଳତାଡ କରୁଛି ସିବିଆଇ

କୋଇଡା: ଲୁହାପଥର ଖଣିରେ ଖୋଳତାଡ କରୁଛି ସିବିଆଇ। ଲୁହା ପଥରର ମାନ ବଦଳାଇବାରୁ ଶହ ଶହ କୋଟି ରାଜସ୍ବ କ୍ଷତି ହେବା ପରେ ବରସୁଆଁ ଲୁହାପଥର ଖଣିରେ ଚଢ଼ାଉ ଜାରି ରଖିଛି ସିବିଆଇ। ସେଠିକା ସେଲ୍ ଅଧିକାରୀଙ୍କୁ ଡାକି ପଚରାଉଚରା ଜାରିରଖିଛି।…

ବିଧାନସଭାରେ ବିଲ୍ ପାରିତ; ଦଳବଦଳ କରିଥିବା ବିଧାୟକଙ୍କୁ ମିଳିବନି ଭତ୍ତା

ହିମାଚଳ ପ୍ରଦେଶର କଂଗ୍ରେସ ସରକାର ବିଧାନସଭାରେ ଏକ ନୂତନ ବିଲ୍ ପାରିତ କରିଛନ୍ତି। ଏହି ବିଲ୍ ବିଧାୟକମାନଙ୍କୁ ମିଳୁଥିବା ଭତ୍ତା ଉପରେ ଉଦ୍ଦିଷ୍ଟ। ନୂଆ ବିଲ୍ ଅନୁସାରେ, ଯଦି କୌଣସି ବିଧାୟକ ରାଜନୈତିକ କ୍ୟାରିଅରରେ ଦଳବଦଳ କରିଥାନ୍ତି, ତେବେ ତାଙ୍କୁ ଭତ୍ତା…

କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେଡି-ବିଜେପି କଥା କଟାକଟି

ଭୁବନେଶ୍ୱର: କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ଗୃହରେ ବିଜେଡି-ବିଜେପି କଥା କଟାକଟି l କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିଲେ ବିଜେଡି ବିଧାୟକ l କାହିଁକି କେନ୍ଦ୍ର ପୁରସ୍କାର ବନ୍ଦ କଲା ବୋଲି ପଚାରିଲେ ୨ ବିଜେଡି ବିଧାୟକ l…

ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି କରାଯିବାକୁ ନେଇ ନିଷ୍ପତ୍ତି

ପୁରୀ: ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଜୁଲାଇ ୧୪ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଭିତର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଯ ଗୃହରେ ଅସ୍ଥାୟୀ…

ଶତାଧିକ ଲୋକ ଦେଖୁଥିଲେ ମେଲୋଡ଼ି, ଭୁଶୁଡ଼ି ପଡ଼ିଲା ଛାତ

ବିହାରର ଏକ ଛାତ ଭୁଶୁଡ଼ି ଏକାଧିକ ଲୋକ ଆହତ ହୋଇଛନ୍ତି। ଶହ ଶହ ଲୋକ ଏକ ଟିଣ ଛାତ ଉପରେ ବଶି ମେଲୋଡ଼ି ଦେଖିବା ସମୟରେ ଏହି ଅଘଟଣ ଘଟିଛି। ଫଳରେ ଏକାଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିହାର…

ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ଦାବି

ଭୁବନେଶ୍ୱର: ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ। ସ୍ୱର ମିଳାଇଲେ କଂଗ୍ରେସ ଓ ବିଜେଡି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଆଜି ଗୃହରେ ପ୍ରଶ୍ନକାଳ ଚାଲିଥିବା ବେଳେ ଦାବି ରଖିଥିଲେ ବିଧାୟକ। ଏଥିପାଇଁ ବିଧାୟକ ତାରା…

ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହି ଆସିଛି : ନବୀନ

ବିଜୁ ମହିଳା ଜନତା ଦଳ କର୍ମକର୍ତ୍ତାଙ୍କୁ ନବୀନଙ୍କ ଉଦ୍ ବୋଧନ । ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହିଆସିଛି । ଦେଶରେ ବିଜୁବାବୁ ମା’ମାନଙ୍କ ସଶକ୍ତୀକରଣ ମୂଳଦୁଆ ପକାଇଥିଲେ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମା’ମାନଙ୍କୁ…